LIBROS DEL AUTOR: manoranjan pattanayak

13 resultados para LIBROS DEL AUTOR: manoranjan pattanayak

manoranjan pattanayak Eliminar filtro Quitar filtros
  • Jane Taruna Kabinku Chithi O Kabita
    Rainer Maria Rilke / Manoranjan Pattanayak
    'Letters To A Young Poet' by Rainer Maria Rilke is a prosaic work, but it refers directly to poetry. There are ten letters written to a young man about to enter the German military.In the very beginning of the 1903, Rilke received a letter from a twenty-year old lieutenant of Austro-Hungarian army Franz Kappus. Verses were enclosed to the letter: the lieutenant turned out to be...
    Disponible

    20,28 €

  • Lokamane Bhuligaleni
    Raghuvir Sahay / Manoranjan Pattanayak
    ଏହି ସଂଗ୍ରହର ରଚନାଗୁଡ଼ିକ ମୋର କାବ୍ୟ-ଜୀବନର ଯେଉଁ ସମୟରେ ଲେଖାଯାଇଛି ତାହା ଏବେ ନିକଟରେ ଆରମ୍ଭ ହେଲା ଆଉ ଏଯାଏଁ ସରିନି; ଦେଖାଯାଉଛି ଯେ ତାହା ଏବେ ବି ଚାଲିବ । ନଈ ମଝିର ସ୍ରୋତକୁ କହନ୍ତୁ ଅଥବା ଭଉଁରି ମଧ୍ୟରୁ କହନ୍ତୁ, ଲେଖାଯାଇଥିବା କବିତା ପ୍ରକାଶ କରିବାର ଏହା ମୋର ପ୍ରଥମ ଅବସର । ଏହା ପୂର୍ବରୁ ’ଆତ୍ମହତ୍ୟାର ବିରୁଦ୍ଧ’ ଏବଂ ’ହସ, ହସ ଜଲ୍‌ଦି ହସ’ ଦୁଇଟିଯାକ ଗୋଟିଏ-ଗୋଟିଏ ନିଷ୍କ୍ୟତିର ସୂଚକ ଥିଲା । ତା ଆଗରୁ ’ସିଡ଼ିଗୁଡ଼ିକ ଉପରେ ଖରାରେ’ କବିତାର ଗୋଟିଏ...
    Disponible

    19,18 €

  • Gitanjali
    Rabîndranâth Tagore / Manoranjan Pattanayak
    ୧୯୦୨ରୁ ୧୯୦୭ ମସିହା ଭିତରେ ତାଙ୍କର ପତ୍ନୀ, ୧୪ ବର୍ଷୀୟା କନ୍ୟା, ପିତା ଏବଂ ୧୧ ବର୍ଷୀୟା ପୁତ୍ରର ମୃତ୍ୟୁ ଫଳରେ ଉତ୍ପନ୍ନ ଦୁଃଖ ତାଙ୍କର ପରବର୍ତ୍ତୀ କବିତାଗୁଡ଼ିକରେ ପରିଲିକ୍ଷିତ ହୁଏ। ୧୯୧୦ ମସିହାରେ ତାଙ୍କର ବଙ୍ଗଳାରେ ଲେଖା 'ଗୀତାଂଜଳି' ପ୍ରକାଶ ପାଏ। ୧୯୧୨ ମସିହାରୁ ଏହି 'ଗୀତାଂଜଳି'ରୁ ୫୩ଟି କବିତାକୁ ଇଂରେଜୀରେ ଅନୁବାଦ କରି ଇଂରେଜୀ 'ଗୀତାଂଜଳି' (Gitanjali)ରେ ସନ୍ନିବିଷ୍ଟ କରିଛନ୍ତି ଆଉ ତାଙ୍କର ଅନ୍ୟାନ୍ୟ ୯ଟି ପୁସ୍ତକରୁ ୫୦ଟି କବିତାର ଇଂରେଜୀ ଅନୁ...
    Disponible

    22,63 €

  • United Kingdom ra kabimanankara kabita
    Manoranjan Pattanayak
    ଇଂରେଜୀ ଭାଷାର ଇତିହାସରେ, ପୁରୁଣା ଇଂରେଜୀ ସାହିତ୍ୟ (ପ୍ରାୟ ୪୫୦-୧୦୬୬), ମଧ୍ୟ ଇଂରେଜୀ ସାହିତ୍ୟ (୧୦୬୬-୧୫୦୦) ଏବଂ ଇଂରେଜୀ ପୁନର୍ଜାଗରଣ (୧୫୦୦-୧୬୬୦) ତାପରେ ରହିଛି: ପୁନର୍ସ୍ଥାପନା ଯୁଗ (୧୬୬୦-୧୭୦୦), ଅଷ୍ଟାଦଶ ଶତାବ୍ଦୀ, ସ୍ୱଚ୍ଛଳତାବାଦ (୧୭୯୮-୧୮୩୭), ଭିକ୍ଟୋରିୟାନ ସାହିତ୍ୟ (୧୮୩୭-୧୯୦୧), ବିଂଶ ଶତାବ୍ଦୀ ଏବଂ ଏକବିଂଶ ଶତାବ୍ଦୀ।ଏଥିରେ ୬୧ଜଣ କବିଙ୍କର ୧୪୬ଟି ଅନୂଦିତ କବିତା ସନ୍ନିବିଷ୍ଟ ହୋଇଛି। ପ୍ରତ୍ୟେକ କବିଙ୍କର ପରିଚିତ କବିତା ସନ୍ନିବିଷ୍ଟ ହୋଇ...
    Disponible

    22,38 €

  • Adhinakanka Padabali O Prashna Pothi
    Pablo Neruda / Manoranjan Pattanayak
    'ଅଧିନାୟକଙ୍କ ପଦାବଳୀ' ର ସ୍ଥାନ ପାବ୍ଲୋ ନେରୁଦାଙ୍କ କବିତାରେ ସର୍ବୋପରି। ଏହାର କେନ୍ଦ୍ରରେ ଅଛନ୍ତି ତାଙ୍କର ପ୍ରେମିକା ମାତିଲ୍‌ଦେ ଉର୍‌ରୁତିଆ ନାମ୍ନୀ ଜଣେ ଚିଲିର ମହିଳା, ଯିଏ ବହୁ ବର୍ଷ ଧରି ନେରୁଦାଙ୍କ ପ୍ରେମିକାର ଭୂମିକା ସଫଳତା ସହ ନିର୍ବାହ କରିବା ପରେ ବିବାହ ସୂତ୍ରରେ ଆବଦ୍ଧ ହୋଇ ତାଙ୍କର ତୃତୀୟ ପତ୍ନୀର ସ୍ଥାନ ଗ୍ରହଣ କଲେ। ନେରୁଦାଙ୍କର ଅତ୍ୟନ୍ତ ସଂବେଦନଶୀଳ ଭାବନାଲୋକରେ ମାତିଲ୍‌ଦେଙ୍କ ମହତ୍ତ୍ୱ ଏଇଥିରୁ ସ୍ପଷ୍ଟ ହୋଇଯାଏ ଯେ 'ଅଧିନାୟକଙ୍କ ପଦାବ...
    Disponible

    20,07 €

  • Akalare Sarasa
    Kedarnath Singh / Manoranjan Pattanayak
    ଏକାଡେମୀ ପୁରସ୍କାର ପ୍ରାପ୍ତ ’ଅକାଳ ମେଁ ସାରସ’ କବିତାଗ୍ରନ୍ଥଟି ହିନ୍ଦୀ କବିତାକୁ ସର୍ବଥା ଏକ ନୂତନ ମୋଡ଼ ଦେବାର ସାର୍ଥକ ପ୍ରଚେଷ୍ଟା । ଏହି ସଂଗ୍ରହ ସହିତ ଏହି ଆଶା ରହିବ ଯେ କବିତା ନିଜ ମୂଳରେ ପ୍ରସାରିତ ହୁଏ ଆଉ ସେହି ଆଶାରୁ ପ୍ରାପ୍ତ ଉର୍ଜାର ବଳ ଉପରେ ସିଏ ନିଜ ସମୟ, ପରିବେଶ, ମଣିଷର ସଂଘର୍ଷ, ପ୍ରକୃତିରେ ଭଡ଼କି ଉଠୁଥିବା ଜିବୀବିଷାକୁ ଶବ୍ଦ ଦେବାରେ ସକ୍ଷମ ହୁଏ । ଏହି ପୁସ୍ତକଟି ଜନପଦୀୟ ଚେତନାରେ ରଚିତ ଭାଷାର ଐନ୍ଦ୍ରିକତା, ଅର୍ଥଧ୍ୱନି, ମୂର୍ତ୍ତତ ।, ଗ...
    Disponible

    19,14 €

  • Hamsaduta
    Rupa Goswami / Manoranjan Pattanayak
    ’ହଂସଦୂତ’ ସଂସ୍କୃତ ସାହିତ୍ୟର ଗୋଟିଏ ପ୍ରତିଷ୍ଠିତ ଦୂତକାବ୍ୟ । ମହାକବି କାଳିଦାସଙ୍କର ’ମେଘଦୂତ’ର ଅନୁସରଣରେ ଦୂତକାବ୍ୟ ସୃଷ୍ଟି ହେବାର ପରମ୍ପରା ଆରମ୍ଭ ହୋଇଥିଲା । ବୈଷ୍ଣବ ଯୁଗର ସମସ୍ତ କାବ୍ୟ ଗଢ଼ିଉଠିଛି ରାଧାକୃଷ୍ଣଙ୍କ ପ୍ରେମର ଅଫୁରନ୍ତ ଲୀଳା ରହସ୍ୟକୁ ଅବଲମ୍ବନ କରି; ତାହା ବୋଲି ବୈଷ୍ଣବ ପ୍ରେମକାବ୍ୟ ଖାଲି ବୈକୁଣ୍ଠର ସଂପଦ ନୁହେଁ । ପାର୍ôଥବ ଜୀବନର ଦୈନନ୍ଦିନ ଗତିପଥରେ ନରନାରୀଙ୍କର ହୃଦୟରେ ଯେଉଁ ଚିରନ୍ତନ ପ୍ରେମର ଘାତପ୍ରତିଘାତ ଚାଲିଛି, ତା’ର ଅନ୍ତରର...
    Disponible

    19,17 €

  • Drasta
    Kahlil Gibran / Manoranjan Pattanayak
    ପ୍ରାଚ୍ୟର ଓ ମଧ୍ୟପ୍ରାଚ୍ୟର ଦର୍ଶନର ଅପୂର୍ବ ସମନ୍ୱୟରେ ଏହି ଗ୍ରନ୍ଥଟି ସମୃଦ୍ଧ । ଏହା ଏକ ଅଭିରୁଚି ସମ୍ପନ୍ନ ଗ୍ରନ୍ଥର ମାନ୍ୟତାପ୍ରାପ୍ତ । ଶ୍ରୀମଦ୍ ଭଗବଦ୍ ଗୀତା ଓ ଉପନିଷଦୀୟ ଚିନ୍ତାଧାରାର ଅପୂର୍ବ ସମନ୍ୱୟରେ ଏହା ପରିପୁଷ୍ଟ ।              ଜିବ୍ରାନଙ୍କର 'ଦ୍ରଷ୍ଟା' ସହିତ ରବୀନ୍ଦ୍ରନାଥ ଟାଗୋରଙ୍କର 'ଗୀତାଂଜଳି'ର ତୁଳନା କରିଛନ୍ତି ନୋବେଲ ବିଜୟୀ ଫରାସୀ ସାହିତ୍ୟିକ ଆଁନ୍ଦ୍ରେଜିଦ୍ । ସିଏ କହିଛନ୍ତି ’ଗୀତାଂଜଳି’ର ପ୍ରାଚ୍ୟ ଏତେ ମଧୁର ସ୍ୱରରେ ଆଉ କେବେ କ...
    Disponible

    19,08 €

  • Pablo Neruda
    Pablo Neruda / Manoranjan Pattanayak
    This is the translation of Nobel Laureate Pablo Neruda’s two books: 1. 100 Love Sonnets, 2. Twenty Love Poems and A Song of Despair. This is the first Odia translation of these world bestsellers. ...
    Disponible

    21,37 €

  • Rutusamhara
    Mahakabi Kalidasa / Manoranjan Pattanayak
    ମହାକବି କାଳିଦାସ କୃତ ’ଋତୁସଂହାର’ ସଂସ୍କୃତର ପ୍ରଥମ ସ୍ୱତନ୍ତ୍ର ଋତୁକାବ୍ୟ । ଏହା ଏକ ସ୍ୱତନ୍ତ୍ର ଋତୁକାବ୍ୟ । ଏହା ଏକ କ୍ଷୁଦ୍ରକାର ଆଦିରସାତ୍ମକ କାବ୍ୟ । ଏହାକୁ ଖଣ୍ଡବାକ୍ୟର ଅନ୍ତର୍ଭୁକ୍ତ କରାଯାଏ । କେହି କେହି ଏହାକୁ ଗୀତିକାବ୍ୟ ମଧ୍ୟ କହନ୍ତି ।              ’ଋତୁସଂହାର’ ଶିରୋନାମଟିରେ ସଂହାରର ଅର୍ଥ ହତ୍ୟା ନୁହେଁ । ଏହାର ଅର୍ଥ ହେଉଛି ସମାବେଶ ବା ମାଳା । ତେଣୁ ’ଋତୁସଂହାର’କୁ ’ଋତୁ ସମାବେଶ’ ବା ’ଋତୁମାଳା’ ହିସାବରେ ବିଶ୍ଳେଷଣ କରାଯାଇପାରେ ।   ...
    Disponible

    21,42 €

  • Omar Khayyam Rubaiyat
    Omar Khayyam / Manoranjan Pattanayak
    Rubáiyát of Omar Khayyám is the title that Edward FitzGerald gave to his 1859 translation from Persian to English of a selection of quatrains (rubāʿiyāt) attributed to Omar Khayyam (1048-1131), dubbed 'the Astronomer-Poet of Persia'.FitzGerald’s work has been published in several hundred editions and has inspired similar translation efforts in English, Hindi and in many other...
    Disponible

    19,14 €

  • Madhushala (ମଧୁଶାଳା)
    Harivansh Rai Bachchan / Manoranjan Patnaik / Manoranjan Pattanayak
    ସାଧାରଣ ଓ ସରଳ ଶବ୍ଦକୁ କବିତା-ପାତ୍ରରେ ଢ଼ାଳିକରି ହିନ୍ଦୀ-ସାହିତ୍ୟର ରସକମାନଙ୍କୁ ’କାବ୍ୟରସ’ ପାନ କରାଇବାରେ ହରିବଂଶରାୟ ବଚ୍ଚନ କୃତକାର୍ଯ୍ୟ ହୋଇଛନ୍ତି । ପ୍ରଖର ଛାୟାବାଦ ଓ ଆଧୁନିକ ପ୍ରଗତିବାଦର ସିଏ ଥିଲେ ଗୋଟିଏ ପ୍ରମୁଖ ସ୍ତମ୍ଭ ।              ’ବଚ୍ଚନ’ଙ୍କର ୧୯୩୫ ମସିହାରେ ପ୍ରକାଶିତ ହୋଇଥିବା ଦୀର୍ଘ କବିତାଗ୍ରନ୍ଥ (ଯେଉଁଥିରେ ୧୩୫ଟି ରୁବାଇୟାତ ରହିଛି) ’ମଧୁଶାଳା’ ତାଙ୍କୁ ଏକ ଅଲଗା ପ୍ରସିଦ୍ଧି ପ୍ରଦାନ କଲା । ହୃଦୟକୁ ସ୍ପର୍ଶ କଲାପରି କାର୍ଯ୍ୟଶୈଳୀ...
    Disponible

    18,98 €

  • Meghaduta
    Mahakabi Kalidasa / Manoranjan Pattanayak
    ମହାକବି କାଳିଦାସଙ୍କ ରଚିତ ’ମେଘଦୂତ’ ହେଉଛି ବର୍ଷାର କାବ୍ୟ । ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର କହନ୍ତି- 'ମେଘଦୂତ ଛଡ଼ା ନବବର୍ଷାର କାବ୍ୟ ଆଉ କୌଣସି ସାହିତ୍ୟରେ କେଉଁଠି ନାହିଁ । ଏଥିରେ ବର୍ଷାର ସମସ୍ତ ଅନ୍ତର୍ବେଦନା ନିତ୍ୟକାଳର ଭାଷାରେ ଲିଖିତ ହୋଇଯାଇଛି । ପୃଥିବୀର ସାଂସରିକ ମେଘୋତ୍ସବର ଅନିର୍ବଚନୀୟ କବିତ୍ୱଗାଥା ମାନବର ଭାଷାରେ ବାନ୍ଧି ହୋଇଯାଇଛି ।' ...
    Disponible

    18,96 €