Mahakabi Kalidasa / Manoranjan Pattanayak
Librería Samer Atenea
Kálamo Books
Librería Perelló (Valencia)
Librería Elías (Asturias)
Librería Kolima (Madrid)
Librería Proteo (Málaga)
ମହାକବି କାଳିଦାସଙ୍କ ରଚିତ ’ମେଘଦୂତ’ ହେଉଛି ବର୍ଷାର କାବ୍ୟ । ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର କହନ୍ତି- 'ମେଘଦୂତ ଛଡ଼ା ନବବର୍ଷାର କାବ୍ୟ ଆଉ କୌଣସି ସାହିତ୍ୟରେ କେଉଁଠି ନାହିଁ । ଏଥିରେ ବର୍ଷାର ସମସ୍ତ ଅନ୍ତର୍ବେଦନା ନିତ୍ୟକାଳର ଭାଷାରେ ଲିଖିତ ହୋଇଯାଇଛି । ପୃଥିବୀର ସାଂସରିକ ମେଘୋତ୍ସବର ଅନିର୍ବଚନୀୟ କବିତ୍ୱଗାଥା ମାନବର ଭାଷାରେ ବାନ୍ଧି ହୋଇଯାଇଛି ।'