Bichitra Mana

Bichitra Mana

Bigyani Das

16,44 €
IVA incluido
Disponible
Editorial:
BLACK EAGLE BOOKS
Año de edición:
2022
Materia
Ficción moderna y contemporánea
ISBN:
9781645603245
16,44 €
IVA incluido
Disponible

Selecciona una librería:

  • Librería Samer Atenea
  • Librería Aciertas (Toledo)
  • Kálamo Books
  • Librería Perelló (Valencia)
  • Librería Elías (Asturias)
  • Donde los libros
  • Librería Kolima (Madrid)
  • Librería Proteo (Málaga)

ଏ ମନ ବଡ ବିଚିତ୍ର । କେତେବେଳେ ଶକ୍ତ ତ କେତେବେଳେ ଶିଥିଳ; କେତେବେଳେ କଠୋର ତ କେତେବେଳେ କରୁଣାମୟ; କେତେବେଳେ ଚଞ୍ଚଳ ତ କେତେବେଳେ ଥିର । ସେ ମନକୁ ଆୟତ କରିଦେଲେ ସବୁକିଛି ଜୀବନରେ ସମ୍ଭବ ହୋଇଯାଏ । ଆୟତ ନ କରିପାରିଲେ, ମଣିଷ ନିଜ ମନର ଭାବନା ପାଇଁ ଅନେକ ଦୁଃଖ ପାଏ । ଆଲୋକର ଗତିଠାରୁ ମଧ୍ୟ ମନର ଗତି ଅଧିକ ବେଗରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରେ । ଓଡିଆରେ ସେଇ କଥା ବୁଝାଯାଇଛି 'ଏଇମନ ବୃନ୍ଦାବନ, ଏଇ ମନ କାଶୀ; ଏଇ ମନ ବଦ୍ରିନାଥ, ପୁରୀ, ବାରାଣସୀ ।' ଏଇ ମନରେ ନବରସର ଭାବ କ୍ଷରଣ ହୁଏ; ସ୍ନେହ, କରୁଣା, ଖୁସି, ଦୁଃଖ, କ୍ରୋଧ, ସାହସ, ଭୟ, ବିଭତ୍ସତା, ବିସ୍ମୟ, ଓ ଶାନ୍ତି । ମନର ସ୍ଥିତି ମୁହଁରେ ଫୁଟିଯାଏ ବୋଲି ଅନେକଙ୍କର ବିଶ୍ୱାସ । ହେଲେ ବି ଅଧୁନା ଅନେକ ବ୍ୟକ୍ତି ଅଭିନୟ କଳାରେ ଧୁରନ୍ଧର । ଉପରେ ହସ ଫୁଟାଇ ଜଣେ ମନ ଭିତରେ ଦୁଃଖିତ ଥାଇପାରେ ଓ ମୁହଁ ଉପରେ ଶୋକ ଦେଖାଇ, ଆଖିରୁ ଲୁହ ଝରାଇ ମନ ଭିତରେ କିଏ ବି ଖୁସି ହୋଇପାରେ । ସେସବୁ ବୁଝିବା କଷ୍ଟ ହୋଇଯାଏ । ମନ ଭିତରେ ରାଗ ରଖି ଅନେକ ମୁହଁ ଉପରେ ବଡ ହସ ଫୁଟାଇ ସ୍ନେହର ଅଭିନୟ କରିପାରନ୍ତି । ସେମିତି ଭିତରେ ଈର୍ଷା ରଖି ଉପରେ ତେଲ ମାଲସ କରି ଅନ୍ୟର ପେଟରୁ କଥା ବାହାର କରିବାରେ ବି ଅନେକଙ୍କର ଦକ୍ଷତା ରହିଛି । ସେମିତି ବୟସ୍କ ମସ୍ତିସ୍କ ଉପରେ ମଧ୍ୟ ଆଜିକାଲି ଅନେକ ତଥ୍ୟ ବାହାରୁଛି । ଡିମେନ୍‍ସିଆ ଓ ଆଝାମର୍‍ସ୍‍ ଭଳି ରୋଗ ବୟସ୍କ ମଣିଷକୁ ବାସ୍ତବତାଠାରୁ ଦୂରକୁ ନେଇଯାଇ ଅନେକ ସମସ୍ୟା ସୃଷ୍ଟି କରୁଛି । ଆଜିକାଲି ଯନ୍ତ୍ରଯୁଗରେ ସବୁରକମର ପ୍ରଚାର ଚାଲିଛି । ଏଇ ପ୍ରଚାରର ପ୍ରଭାବରେ ମଣିଷର ମନ ବି ପ୍ରଭାବିତ ହେଉଛି । ମନର ଏମିତି ଅନେକ କାହାଣୀ । ସେଇ ପ୍ରୟାସରେ ଏ ଗଳ୍ପ ପୁସ୍ତକ 'ବିଚିତ୍ର ମନ' ର ସୃଷ୍ଟି । ଆଶା, ଏ ସମସ୍ତ କାହାଣୀ ପାଠକ ପାଠିକାଙ୍କ ମନକୁ ଛୁଇଁବାକୁ ସକ୍ଷମ ହେବ ।

Artículos relacionados

  • The Only Witness
    Pamela Beason / TBD
    A MISSING BABYSeventeen-year-old Brittany Morgan dashed into the store for just a minute, leaving her sleeping baby in the car. Now Ivy's gone and half the town believes Brittany murdered her daughter.A HAUNTED DETECTIVEDetective Matthew Finn, a big-city fish out of water in small-town Evansburg, Washington, struggles with his wife's betrayal as he investigates Ivy Morg...
    Disponible

    20,64 €

  • The Gender of Inanimate Objects and Other Stories
    Laura Marello
    In the phosphorescent title novella of Laura Marello's collection, an enigmatic drifter pursues her circuitous path through the intricate cultural terrain of Sweetwater County, California, a patchwork of communities where "everyone speaks the wrong language." Through subtle, disciplined prose inflected with the deep colors and clear lines of ancient Mykonos and the northern...
    Disponible

    15,29 €

  • What's the Word?
    Lawrence Gordon
    This is a work of non-fiction. The events penned herein reflect real life situations; great times and terrible times; which my family, my friends, and I endured.      This work will reflect the spiritual aspects of my family. I was born and raised in our family church. The name of the church was God’s Universal House of Prayer and my Uncle, James Henderson was the Pastor until...
    Disponible

    7,19 €

  • Meritocrats
    Stuart Evans
    Stuart Evans’s first novel is a comedy-of-ill-manners set in a nouveau riche milieu: a fantastic satirical performance and hyper-referential homage to masters past and present. Paul Keller is the Stephen Dedalus of the piece, the son of Robert and Sylvie, whose internal monologue is spliced into the action, and whose incestuous feelings for his sister lead to an increase in his...
    Disponible

    19,71 €

  • Jack the Lad
    Frank English
    A tale based loosely in reality, this story traces the fortunes of the Ingles family in the West Riding coal fields around Wakefield. Theirs is a saga that could be replicated time after time in an area where scratching a living wasn't easy, and where coal, drink, and occasional infidelity played integral parts in the life of the community. Their story starts in the mid-194...
    Disponible

    13,53 €

  • The Empty Chair
    Penny Goetjen
    o A steamy Caribbean islando A missing female photographero A daughter’s relentless search and her entanglement in the island’s twisted subculture Don’t expect an umbrella in your drink when you escape to the Virgin Islands in this heart-pounding suspense novel as young Olivia Benning desperately searches for her photographer mother who has gone missing during a covert assignme...
    Disponible

    12,62 €

Otros libros del autor

  • Chinta Chetanara Swara
    Bigyani Das
    ଜୀବନରେ ଅନେକ କିଛି ଅନୁଭବ ଆସେ । କେବେକେବେ ଖୁସିର ଅନୁଭବ ତ କେବେକେବେ ଦୁଃଖର ଅନୁଭବ । କିଛି ଅନୁଭବ ଅନେକ ସମୟରେ ମନରେ କେବଳ ସ୍ମୃତି ହୋଇ ରହିଯାଆନ୍ତି । ଆଉ କେତେକ ଅନୁଭବ, ନିଜକୁ ପ୍ରତି ମୂହୁର୍ତ୍ତରେ ଉଦ୍ବେଳିତ କରନ୍ତି । ଯେଉଁ ଅନୁଭବ ସହିତ ଭାବପ୍ରବଣତା ସଂଯୁକ୍ତ ରହିଥାଏ, ଯେଉଁ ସବୁ ଅନୁଭବକୁ ଅଜାଗା ଘା’ ଭଳି ଅନ୍ୟ କାହା ଆଗରେ କହି ହୁଏନି, ସେ ଅନୁଭବ ସମସ୍ତ ମନକୁ ସଦା ଆନ୍ଦୋଳିତ କରି ରଖନ୍ତି । ସେମାନେ ଶବ୍ଦ ସୃଷ୍ଟି କରନ୍ତି, ଶବ୍ଦକୁ ଖଞ୍ଜି ଦେଇ ବ...
    Disponible

    19,04 €

  • Shishtachara
    Bigyani Das
    ଶିଷ୍ଟାଚାର ବା ଆଚରଣ ବିଦ୍ଧି ଭାରତୀୟ ସଂସ୍କୃତିର ମେରୁଦଣ୍ଡ । ସମାଜରେ ବିଭିନ୍ନ ପାରମ୍ପରିକ କାର୍ଯ୍ୟକଳାପରେ କେମିତି ଆଚରଣ କରାଯିବ, ସେ ସମ୍ୱନ୍ଧରେ କିଛିଟା ସାମାଜିକ ନିୟମ ରହିଛି । ସେସବୁ ନିୟମ ଏକ ସୁସ୍ଥ ସମାଜକୁ ପରିକଳ୍ପନା କରି ନିର୍ଦ୍ଧାରଣ କରାଯାଇଛି । ଯଦିଓ, କେତେଗୁଡ଼ଦ୍ଦ଼ିଏ ଆଚରଣ ବିଧି ପୁରୁଷକୈନ୍ଦ୍ରିକ ଓ ପୁରୁଷକୁ ନାରୀ ତୁଳନାରେ ଅଧିକ ସ୍ୱାଧୀନତା ଦେଇ ସ୍ଥିରୀକୃତ, ତେବେ ବର୍ତ୍ତମାନର ସମାଜରେ ସେସବୁ ତାରତମ୍ୟ କିଛି ପରିମାଣରେ ଦୂରୀଭୂତ ହୋଇଛି ।...
    Disponible

    21,53 €

  • Ishwaranka Hasa
    Bigyani Das
    ଈଶ୍ୱରଙ୍କ ବିଷୟରେ କିଛି ନଜାଣି ଆମେ ସବୁ ଈଶ୍ୱରଙ୍କୁ ମାନିନେଇଥିଲୁ ଓ ଏବେ ମଧ୍ୟ ସେ ମାନିବା ମନ ଓ ହୃଦୟ ମଧ୍ୟରେ ଜଡିତ ହୋଇ ରହିଯାଇଛି । ପିଲାଟିବେଳୁ ଆମମାନଙ୍କ ମନରେ ଈଶ୍ୱରବିଶ୍ୱାସ ଭରିଦିଆଯାଇଥିଲା । ସେ ନେଇ ପ୍ରତିଦିନର ଅନେକ ବିଧି, ନିୟମ, ଆମେମାନେ ବିନା ପ୍ରଶ୍ନରେ ପାଳନ କରିଆସୁଥିଲୁ, କେବଳ ଈଶ୍ୱରଙ୍କୁ ଖୁସି କରାଇବା ପାଇଁ । ତାହେଲେ ଈଶ୍ୱର ଆମମାନଙ୍କ ଉପରେ ସନ୍ତୁଷ୍ଟ ହେବେ, ଆଶୀର୍ବାଦ କରିବେ, ଜୀବନରୁ ବାଧାବିଘ୍ନ ଦୂରୀଭୂତ କରିବେ ଓ ଜୀବନକୁ ସୁଖ, ଶ...
    Disponible

    20,32 €

  • Manile Debata
    Bigyani Das
    “Manile Debata” (Acceptance is God) is a short story collection containing 15 stories about everyday people with their own human values, belief system guiding their everyday life. Many of the characters are semi-autobiographical, sharing similarities with figures from the author’s own experiences. Her use of real place names and inclusion of characters pursuing everyday activit...
    Disponible

    16,66 €