LIBROS DEL AUTOR: bigyani das

5 resultados para LIBROS DEL AUTOR: bigyani das

  • Chinta Chetanara Swara
    Bigyani Das
    ଜୀବନରେ ଅନେକ କିଛି ଅନୁଭବ ଆସେ । କେବେକେବେ ଖୁସିର ଅନୁଭବ ତ କେବେକେବେ ଦୁଃଖର ଅନୁଭବ । କିଛି ଅନୁଭବ ଅନେକ ସମୟରେ ମନରେ କେବଳ ସ୍ମୃତି ହୋଇ ରହିଯାଆନ୍ତି । ଆଉ କେତେକ ଅନୁଭବ, ନିଜକୁ ପ୍ରତି ମୂହୁର୍ତ୍ତରେ ଉଦ୍ବେଳିତ କରନ୍ତି । ଯେଉଁ ଅନୁଭବ ସହିତ ଭାବପ୍ରବଣତା ସଂଯୁକ୍ତ ରହିଥାଏ, ଯେଉଁ ସବୁ ଅନୁଭବକୁ ଅଜାଗା ଘା’ ଭଳି ଅନ୍ୟ କାହା ଆଗରେ କହି ହୁଏନି, ସେ ଅନୁଭବ ସମସ୍ତ ମନକୁ ସଦା ଆନ୍ଦୋଳିତ କରି ରଖନ୍ତି । ସେମାନେ ଶବ୍ଦ ସୃଷ୍ଟି କରନ୍ତି, ଶବ୍ଦକୁ ଖଞ୍ଜି ଦେଇ ବ...
    Disponible

    19,04 €

  • Shishtachara
    Bigyani Das
    ଶିଷ୍ଟାଚାର ବା ଆଚରଣ ବିଦ୍ଧି ଭାରତୀୟ ସଂସ୍କୃତିର ମେରୁଦଣ୍ଡ । ସମାଜରେ ବିଭିନ୍ନ ପାରମ୍ପରିକ କାର୍ଯ୍ୟକଳାପରେ କେମିତି ଆଚରଣ କରାଯିବ, ସେ ସମ୍ୱନ୍ଧରେ କିଛିଟା ସାମାଜିକ ନିୟମ ରହିଛି । ସେସବୁ ନିୟମ ଏକ ସୁସ୍ଥ ସମାଜକୁ ପରିକଳ୍ପନା କରି ନିର୍ଦ୍ଧାରଣ କରାଯାଇଛି । ଯଦିଓ, କେତେଗୁଡ଼ଦ୍ଦ଼ିଏ ଆଚରଣ ବିଧି ପୁରୁଷକୈନ୍ଦ୍ରିକ ଓ ପୁରୁଷକୁ ନାରୀ ତୁଳନାରେ ଅଧିକ ସ୍ୱାଧୀନତା ଦେଇ ସ୍ଥିରୀକୃତ, ତେବେ ବର୍ତ୍ତମାନର ସମାଜରେ ସେସବୁ ତାରତମ୍ୟ କିଛି ପରିମାଣରେ ଦୂରୀଭୂତ ହୋଇଛି ।...
    Disponible

    21,53 €

  • Ishwaranka Hasa
    Bigyani Das
    ଈଶ୍ୱରଙ୍କ ବିଷୟରେ କିଛି ନଜାଣି ଆମେ ସବୁ ଈଶ୍ୱରଙ୍କୁ ମାନିନେଇଥିଲୁ ଓ ଏବେ ମଧ୍ୟ ସେ ମାନିବା ମନ ଓ ହୃଦୟ ମଧ୍ୟରେ ଜଡିତ ହୋଇ ରହିଯାଇଛି । ପିଲାଟିବେଳୁ ଆମମାନଙ୍କ ମନରେ ଈଶ୍ୱରବିଶ୍ୱାସ ଭରିଦିଆଯାଇଥିଲା । ସେ ନେଇ ପ୍ରତିଦିନର ଅନେକ ବିଧି, ନିୟମ, ଆମେମାନେ ବିନା ପ୍ରଶ୍ନରେ ପାଳନ କରିଆସୁଥିଲୁ, କେବଳ ଈଶ୍ୱରଙ୍କୁ ଖୁସି କରାଇବା ପାଇଁ । ତାହେଲେ ଈଶ୍ୱର ଆମମାନଙ୍କ ଉପରେ ସନ୍ତୁଷ୍ଟ ହେବେ, ଆଶୀର୍ବାଦ କରିବେ, ଜୀବନରୁ ବାଧାବିଘ୍ନ ଦୂରୀଭୂତ କରିବେ ଓ ଜୀବନକୁ ସୁଖ, ଶ...
    Disponible

    20,32 €

  • Bichitra Mana
    Bigyani Das
    ଏ ମନ ବଡ ବିଚିତ୍ର । କେତେବେଳେ ଶକ୍ତ ତ କେତେବେଳେ ଶିଥିଳ; କେତେବେଳେ କଠୋର ତ କେତେବେଳେ କରୁଣାମୟ; କେତେବେଳେ ଚଞ୍ଚଳ ତ କେତେବେଳେ ଥିର । ସେ ମନକୁ ଆୟତ କରିଦେଲେ ସବୁକିଛି ଜୀବନରେ ସମ୍ଭବ ହୋଇଯାଏ । ଆୟତ ନ କରିପାରିଲେ, ମଣିଷ ନିଜ ମନର ଭାବନା ପାଇଁ ଅନେକ ଦୁଃଖ ପାଏ । ଆଲୋକର ଗତିଠାରୁ ମଧ୍ୟ ମନର ଗତି ଅଧିକ ବେଗରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରେ । ଓଡିଆରେ ସେଇ କଥା ବୁଝାଯାଇଛି 'ଏଇମନ ବୃନ୍ଦାବନ, ଏଇ ମନ କାଶୀ; ଏଇ ମନ ବଦ୍ରିନାଥ, ପୁରୀ, ବାରାଣସୀ ।' ଏଇ ମନର...
    Disponible

    16,44 €

  • Manile Debata
    Bigyani Das
    “Manile Debata” (Acceptance is God) is a short story collection containing 15 stories about everyday people with their own human values, belief system guiding their everyday life. Many of the characters are semi-autobiographical, sharing similarities with figures from the author’s own experiences. Her use of real place names and inclusion of characters pursuing everyday activit...
    Disponible

    16,66 €