LIBROS DEL AUTOR: binay mohapatra

4 resultados para LIBROS DEL AUTOR: binay mohapatra

  • MAYAMUKTI
    Binay Mohapatra
    କ୍ଷୁଦ୍ରଗଳ୍ପ ସଂକଳନ 'ମାୟାମୁକ୍ତି' ମଣିଷ ସତେ ଯେପରି ଭ୍ରମରେ ପଡି ଥାଏ । ଆଖିରେ କଳା ଚଷମା ଲଗାଇ ନିଏ ଆଉ ଜୁଟି ଯାଏ ଧାଆଁ ଦଉଡରେ । ସେଇ ଭ୍ରମରେ କିଛି ବି ଦିଶେନା ତାକୁ, କେବଳ ଗୋଟିଏ ନିଶା, ଶୀର୍ଷରେ ପହଞ୍ଚିବାର ନିଶା, ଅନ୍ୟ ଅପେକ୍ଷା ଶ୍ରେଷ୍ଠ ହେବାର ନିଶା, କିନ୍ତୁ କେବେ ବି ନିଜ ଆତ୍ମାର ଶ୍ରେଷ୍ଟତା କଥା ଭାବେନି । (ମହାଯାତ୍ରା) ବୈରାଗୀ ବି ତ ପ୍ରେମିକଟିଏ । ସେ ପ୍ରଭୁ ପ୍ରେମର ଅନୁରାଗୀ- ବୈରାଗୀ । (ବୈରାଗୀ) ସୁଖିଲା ପତ୍ର ପରି ଏଇ ଜୀବନ, ଖାଲି ଡେ...
    Disponible

    16,82 €

  • Raga Anuraga
    Binay Mohapatra
    Raga Anuraga by Binay Mohapatra is a collection of poems that explore life, love, and emotions. Through this unique set of poems, the author creates an emotional landscape that captures the essence of the human experience. This book is an exploration of the power of words to evoke the deepest of feelings and the possibilities of healing. ...
    Disponible

    18,98 €

  • PREMA EKA PRAJATI
    Binay Mohapatra
    'ପ୍ରେମ ଏକ ପ୍ରଜାପତି' କେବେ ଗପଟିଏ କହିଲେ ସତ ପରି ଲାଗେ, କେବେ ସତ କଥାଟିଏ କହିଲେ, ଗପ ପରି ଲାଗେ । ସତ ଆଉ ଗପ ଭିତରେ ବେଶି କିଛି ଫରକ୍ ନଥାଏ । ଯାହା ମୋ ପାଇଁ ସତ, ହୁଏତ ଆପଣଙ୍କୁ ଗପ ପରି ଲାଗିପାରେ । ଯାହା ଆପଣଙ୍କୁ ସତ, ତାହ ଶୁଣିବା ଲୋକକୁ ଗପ ପରି ଲାଗିପାରେ । ଅସଲ କଥା ହେଲା ଗପ ଆଉ ସତ ଭିତରେ ବେଶି କିଛି ଫରକ ନଥାଏ । ସବୁ ଗପ କେବେନା କେବେ କାହା ଜୀବନରେ ସତରେ ଘଟିଥାଏ । ସୁଫି ସନ୍ଥ ’ରୁମି’ଙ୍କ ଭାଷାରେ ' ପ୍ରେମ ମୋର ଧର୍ମ ଏବଂ ସମସ୍ତଙ୍କ ହୃଦୟ ମ...
    Disponible

    17,87 €

  • JEEVAN, SAPAN, PREMA
    MOHAPATRA BINAY
    ଜୀବନର ସବୁ କାମନା କେବେ ପୁରା ହୁଏନି, ମଣିଷର ସବୁ ସ୍ୱପ୍ନ କେବେ ସତ ହୁଏନି, ସବୁ ପ୍ରେମ ପରିଣୟରେ ସମାପ୍ତ ହୁଏନି । ମନର ଯେତେ ସବୁ ଭାବନା ଟୁକୁଡାଏ କାଗଜରେ ଲେଖିଦେଇ ହୁଏନି । କେତେଯେ କଥା ମନରେ ରହିଯାଏ, ଜୀବନରେ ଏମିତି କେହି ଜଣେ ଆସେନି, ଯାହା ଆଗରେ ମନକଥା ସବୁ ମୁହଁ ଖୋଲି କହିଦେବ । ବହୁତ କିଛି ହୃଦୟ ଭିତରେ କବର ପାଇ ଯାଆନ୍ତି । ତଥାପି ମଣିଷ ବଞ୍ଚିରହେ, ମନରେ ଅସରନ୍ତି କାମନା ନେଇ ଅନେକ ସ୍ୱପ୍ନ ଦେଖେ, ପରିଣାମ କଥା ନଭାବି ପ୍ରେମ କରିବସେ । ଭାବନା ସ...
    Disponible

    17,87 €