LIBROS DEL AUTOR: binapani pradhan

3 resultados para LIBROS DEL AUTOR: binapani pradhan

binapani pradhan Eliminar filtro Quitar filtros
  • DHULI
    Binapani Pradhan
    ମୋର ଏହି ଉପନ୍ୟାସ ଲେଖିବାର ଚେଷ୍ଟା ଭିତରେ ମୁଁ ଅନେକଥର ନିଜକୁ କଷ୍ଟଦେଇଛି । ଭାବିଛି ’ପ୍ରକୃତରେ ଏ କାହାଣୀଟି କ’ଣ ଉପନ୍ୟାସ ହେବା ଯୋଗ୍ୟ?’ ପର ମୁହୂର୍ତ୍ତରେ ଏହା ଓଡ଼ିଆ ସାହିତ୍ୟକୁ କିଛି ଐତିହାସିକ ତଥ୍ୟ ଯୋଗାଇଦେବାକୁ ମୋର ଚେଷ୍ଟା କହି ନିଜକୁ ବୁଝାଇଛି ।କାହାଣୀରେ ଘଟଣାଗୁଡ଼ିକ ସତ୍ୟର ପରିକଳ୍ପନାକୁ ଅଙ୍ଗେନିଭା ଅନୁଭୂତିରୁ ଛାଣି ଆଣିଲାବେଳେ ସାନ୍ତ୍ୱନା ଦେଇଛି ନିଜକୁ ’ଜୀବନର ଉପଲବ୍ଧି ହିଁ ଉପନ୍ୟାସ’ । ବଞ୍ଚିବା ପାଇଁ ସଂଘର୍ଷ, ସଂଘର୍ଷରୁ ଦୁଃଖ, ଯାତନା,...
    Disponible

    20,10 €

  • Para Purusha
    Binapani Pradhan
    ’ବାୟା ଚଢ଼େଇର ବସା ଓ ଅନ୍ୟାନ୍ୟ ଗଳ୍ପ’ ସଂକଳନରେ ୧୯ଟି କ୍ଷୁଦ୍ରଗଳ୍ପ ଲେଖିସାରିବା ପରେ ମୋତେ ଅନୁଭବ ହେଲା ମୋ ଭିତରେ ସବୁ କାହାଣୀ ଶେଷ ହୋଇଯାଇଛି। କାହାଣୀ ବାକି ନାହିଁ ଆଉ କିଛି ଲେଖିବାକୁ। ଦିନେ ରୁଚିତା ମିଶ୍ର ଆସିଥିଲା, ମୋତେ କହିଲା ତା’ କାହାଣୀ ଲେଖିଦେବାକୁ। ମୁଁ ପ୍ରଥମେ ଶୁଣିବାକୁ ବି ପ୍ରସ୍ତୁତ ନଥିଲି। ସେ କାହାଣୀ ପ୍ରତ୍ୟେକ ସୋପାନକୁ ଏମିତି କହିବା ଆରମ୍ଭ କଲା ଯେ ମୁଁ ଆଡ଼େଇ ଯାଇପାରିଲି ନାହିଁ। ମୁଁ ଭାବିଲି ରୁଚିତା ମିଶ୍ର ନାଁରେ ଗଳ୍ପଟିଏ ଲେଖାଯ...
    Disponible

    18,02 €

  • Baya Chadheira Basa O Anyanya Galpa
    Binapani Pradhan
    ବାୟା ଚଢ଼େଇର ବସା ସଂପର୍କ, ଦାୟିତ୍ୱ, ଅଧିକାରପଣ ଏବଂ ଅଙ୍ଗୀକାରକୁ ନେଇ ଗଢ଼ା ଭିନ୍ନ ଭାସ୍କର୍ଯ୍ୟର କଥା କହେ ଯାହାକୁ ନେଇ ବୀଣାପାଣି ପ୍ରଧାନ ଗପର ଗହଣା ଗଢ଼ିଛନ୍ତି । ତାଙ୍କ କଥା କାହାଣୀର କାନ୍ଥରେ ଫିକା ପଡ଼ିଆସିଥିବା ମାର୍ଗଶିରର ଝୋଟିଚିତାକୁ ଦେଖିହୁଏ, ଯେମିତି ଦେଖିହୁଏ ମାଟି ଚଟାଣରେ ଲିଭିଆସୁଥିବା ସିନ୍ଦୂର ଓ ଅଳତାର ଦାଗ । ମଣିଷ ଚିରକାଳ ତାକୁ ହିଁ ଝୁରୁଥାଏ ଯାହାକୁ ସେ ପାଏ ନାହିଁ, ହୁଏତ ପାଇବାର ସମ୍ଭାବନା ନ ଥାଏ ଜୀବନରେ । ସେହି ଝୁରାପଣ, ସେଇ ଉଷୁମ ଦୀ...
    Disponible

    19,13 €