Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
'ମୁଁ ହିଁ ସର୍ବେସର୍ବା' ରୂପୀ ଏକ ମାନସିକ ରୋଗ ସେଇ ସମସ୍ତ ମଣିଷମାନଙ୍କୁ ଗ୍ରାସ କରିଛି ଯାହାଙ୍କ ପାଖରେ କ୍ଷମତା ରହିଛି କୌଣସି ନା କୌଣସି ରୂପରେ। ତେବେ ଏ କ୍ଷମତାର ଖିଅ ବାସ୍ତବରେ କୋଉଠି ଯାଇ ସରିଛି? ଯାହା ମୁଁ ଜୀବନର ସଂକ୍ଷିପ୍ତ ଅନୁଭୂତିରୁ ବୁଝିଛି ତାହା କ’ଣ ଆପଣମାନେ ମଧ୍ୟ ଉପଲବ୍ଧି କରିଛନ୍ତି? ମୋର ଦୃଢ଼ ବିଶ୍ବାସ ଆପଣମାନଙ୍କ ମଧ୍ୟରୁ ଅନେକେ ଦେଖିପାରିଥିବେ ପୂର୍ଣ୍ଣଚ୍ଛେଦର ପୂର୍ଣ୍ଣାଙ୍ଗ ଅବସ୍ଥା।