LIBROS DEL AUTOR: niranjan behuria

2 resultados para LIBROS DEL AUTOR: niranjan behuria

niranjan behuria Eliminar filtro Quitar filtros
  • Jaha Nei Jeebana
    Niranjan Behuria
    ସମୟ କେବେ ଫେରେ ନାହିଁ । ସାହିତ୍ୟକୁ କିନ୍ତୁ ଏହା ବାରମ୍ବାର ଫେରେ । ସାହିତ୍ୟରେ ଲିପିବଦ୍ଧ ହୁଏ ସମୟର କାହାଣୀ ।              ସେଥିରେ ଥାଏ କେତେ ଘଟଣା, ଅନୁଭବ । ଥାଏ କେତେ ଚିତ୍ର ଓ ଚରିତ୍ର । ସେଇ ସବୁ କଥା ଓ କାହାଣୀକୁ ନେଇ ମୋର ଏଇ ଆତ୍ମକଥା ।               ଏଥିରେ ଅଛି କିଛି ସ୍ମୃତି, କିଛି ସ୍ୱୀକାରୋକ୍ତି, ଅଛି କିଛି ସ୍ୱପ୍ନ କିଛି ସଂଘର୍ଷର ଅନ୍ତରଂଗ ଗାଥା ।              ମଧ୍ୟବିତ୍ତ ସାଧାରଣ ମଣିଷଟିଏ ମୁଁ । ମୋର ଅଭିଜ୍ଞତା, ଅନୁଭୂତି ମୋର ।...
    Disponible

    20,23 €

  • Chetanara Chitranadi
    Niranjan Behuria
    ଆଜି ବି ପଛକୁ ଫେରି ଚାହିଁଲେ ମନେପଡ଼େ ସେଇସବୁ ଦିନ। କିଛି କବିତାର। କିଛି ସମାଲୋଚନାର। ୧୯୭୮ରୁ ’ଇସ୍ତାହାର’ ସହ ଥିଲି ସମ୍ପୃକ୍ତ। ପ୍ରଫେସର ନିତ୍ୟାନନ୍ଦ ଶତପଥୀଙ୍କ ନିର୍ଦ୍ଦେଶରେ କିଛି ପ୍ରବଂଧ ଲେଖା। ପରେ ’ମୂଲ୍ୟାୟନ’ର ସଂପାଦକ ପ୍ରଫୁଲ୍ଲ ଜଗଦେବଙ୍କ ଅନୁରୋଧରେ ମଧ୍ୟ। ସେଦିନ କବିତାରେ ଅଧିକ ନିମଗ୍ନ ଥିଲି ସତ ତଥାପି ବେଳେବେଳେ ଆବଶ୍ୟକତା ହେତୁ କିଛି କିଛି ସମାଲୋଚନା ଲେଖିଥିଲି। ସେଇସବୁ ସାହିତ୍ୟ ଆଲୋଚନା ବିଦ୍‌ଗଧ ପାଠକ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା।...
    Disponible

    20,22 €