Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ଓଡ଼ିଆ ସାହିତ୍ୟ ଜଗତରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବିଶେଷ ଗୌରବର ଅଧିକାରୀ । କବି ସମ୍ରାଟଙ୍କର ଶେଷ ରଚନା ହେଉଛି ’ଶ୍ରୀନୀଳାଦ୍ରୀଶ ଚଉତିଶା’ । ଏଥିରେ କବିଙ୍କର ଜଗନ୍ନାଥ ପ୍ରାଣତାର ପଟାନ୍ତର ନାହିଁ । ଡକ୍ଟର ମହାପାତ୍ର ’ଶ୍ରୀନୀଳାଦ୍ରୀଶ ଚଉତିଶା’କୁ ସମ୍ପାଦନା ଓ ଆଲୋଚନା କରିଛନ୍ତି । ’ଶ୍ରୀନୀଳାଦ୍ରୀଶ ଚଉତିଶା’ ଗ୍ରନ୍ଥଟିର ପାଠକୀୟ ଆଦୃତି ଆଶା କରାଯାଏ ।