Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
'ମହ୍ଲାର' ଭାରତୀୟ ସଂଗୀତର ଗୋଟିଏ ରାଗର ନାମ । ଯେଉଁ ରାଗର ମୂର୍ଚ୍ଛନାରେ ମନ ଯନ୍ତ୍ର ଆକୃଷ୍ଟିତ ହେଇଉଠେ, ଆଉ ହୃଦୟର ପ୍ରତ୍ୟେକଟି କୋଷ ଅନୁରୋଧକୁ କେବଳ ଗୋଟିଏ ଶବ୍ଦ ଭାସିଆସେ, ବାଃ... । ତେବେ ଏହି ପୁସ୍ତକର ନାମ 'ମହ୍ଲାର' ରଖିବାର ଏହି ଗୋଟିଏ ହିଁ ପ୍ରୟୋଜନ, କି ମହ୍ଲାର ରାଗ ପରି ଏହି ପୁସ୍ତକର ପ୍ରତ୍ୟେକଟି ଗଳ୍ପ ଓ କବିତା ପାଠକ ମାନଙ୍କ ହୃଦୟରେ ଜାଗତିକ କରିପାରୁ ।ଲେଖକଙ୍କ କିଛି ଗଳ୍ପ, ଯାହାର ବିଷୟବସ୍ତୁ ମିଶ୍ରିତ ଏବଂ କିଛି କବିତାର ସମ୍ମିଶ୍ରଣରେ ଗ୍ରଥୁତ ଏହି ପୁସ୍ତକ ମହ୍ଲାର । ତେବେ ଏହି ପୁସ୍ତକର ଅଧିକାଂଶ ଗଳ୍ପର ପ୍ରସଙ୍ଗ ସାମାଜିକ, ଏବଂ ମୂଳତଃ କରୋନା ଏବଂ ଲକଡାଉନ ସମୟର ଅନେକ ପ୍ରସଙ୍ଗକୁ ନେଇ ସୁନ୍ଦର ସୁନ୍ଦର ଗଳ୍ପ ଏଥିରେ ସ୍ଥାନ ପାଇଛି । ଯାହା ପାଠକୀୟ ଆଦୃତି ଲାଭ କରିବ ବୋଲି ଆମର ଆଶା ଓ ବିଶ୍ବାସ ।