Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ଶୂନ୍ୟ ବିଚାର ହିଁ ଆତ୍ମ ଜ୍ଞାନର ଉଦ୍ଗମ, ଯାହାକୁ ଧ୍ୟାନ ବା ଅସ୍ତିତ୍ୱର ପରମ ଧ୍ୱନିକୁ ଶ୍ରବଣ କରିଥାନ୍ତି, ଅନୁଭବୀ । ସେହି ଏକା ବହୁମୂଲ୍ୟ ଘଟଣା । ଅତି ଆବଶ୍ୟକ, ଶୃଙ୍ଖଳା, ଶାନ୍ତି ଓ ସମାଧି ପାଇଁ । ତେବେ ଧ୍ୟାନରୁ ସମାଧି, ସମାଧିରୁ ସମ୍ବୋଧି (ଋଦ୍ଭକ୍ଷସଶଷଗ୍ଧରଦ୍ଭଜ୍ଞରଦ୍ଭଗ୍ଧ) ଉପଲବ୍ôଧ ସମ୍ଭବ । ଯାହାକୁ ଯୋଗର ଶିଖର ଓ ଅସ୍ତିତ୍ୱର ଅନ୍ତିମ ପ୍ରସାଦ କହିଥାନ୍ତି । ସେହି ବୁଦ୍ଧତ୍ୱ ଆମର ଚେତନାର କମଳ । (ୠକ୍ଷକ୍ଟଙ୍ଗରକ୍ସସଦ୍ଭଶ କ୍ଟଲ ଉକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ) କହନ୍ତି । ବ୍ୟକ୍ତିଗତ ଚେତନା ଯେବେ ବ୍ରହ୍ମ ଚୈତନ୍ୟ, ବା ଉକ୍ଟଗ୍ଦଜ୍ଞସମ ଉକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ ସହିତ ମିଶି ଏକାକାର ହୁଏ, ତା ’ରି ସୁଗନ୍ଧ ଧରିତ୍ରୀରେ ଅଦିନ ବସନ୍ତ ଆଣେ । ସନ୍ଥ କହନ୍ତି, ଯେବେ କେହି ଆମ ଭିତରୁ ଉପଲବ୍ôଧ ପାଏ, ତାହା ଅସ୍ତିତ୍ୱର ଅନୁଦାନ ଜଗତବାସୀଙ୍କ ପାଇଁ । ତେଣୁ ସହଜ, ଜାଗୃତ, ଶାନ୍ତ ହୋଇ ପରମ ବିଶ୍ରାମ ପାଇବା ସମସ୍ତଙ୍କର ଅଧିକାର । କିନ୍ତୁ ସମ୍ୟକ ଧ୍ୟାନ ଓ ସମାଧି ଯାତ୍ରାରେ ପାଦ ଦେବା ଅତି ଜରୁରୀ । ସଂବୋଧି ବାସ୍ତବିକ ସମ୍ପଦ । ତାକୁ ଆବିଷ୍କାର କରିବାର କ୍ଷମତା ସମସ୍ତଙ୍କର ଅଛି । କେବଳ ସମ୍ୟକ ଶ୍ରମ, ଶୁଦ୍ଧ ଶ୍ରଦ୍ଧା ଓ ଅନ୍ତର ଶ୍ରବଣ କଲେ ଯଥେଷ୍ଟ ହେବ । ମନୁଷ୍ୟ ଜାତିର ଇତିହାସରେ ଆଗାମୀ ବର୍ଷ ବହୁତ ମହତ୍ତ୍ୱପୂର୍ଣ୍ଣ । ଯଦି ବଡ ଧରଣର ସମ୍ୟକ ଧ୍ୟାନର ଜାଗରଣ ସୁରୁ ନହୁଏ, କୋଟି କୋଟି ଲୋକ ଭୌତିକବାଦର ମହାଗର୍ଭରେ ପଡିବା ସୁନିଶ୍ଚିତ, ଯାହାକୁ କେହି ବଞ୍ଚାଇ ପାରିବେ ନାହିଁ । କେବଳ ବଞ୍ଚିବାର ଓ ବଞ୍ଚାଇବାର ଗୋଟିଏ ରାସ୍ତା ଆତ୍ମ ଜାଗରଣ । ତାହା ପାଇଁ ଏକ ସମ୍ୟକ ଓ ନିଶୁଳ୍କ ଧ୍ୟାନ ଅଭିଯାନରେ ଯୋଗଦାନ ଦେଇ, ସଂବୁଦ୍ଧ, ସମ୍ପୂର୍ଣ୍ଣ ଓ ସମାଧିସ୍ଥ ହୁଅନ୍ତୁ । ସେହି ପରିପ୍ରେକ୍ଷୀରେ ସମସ୍ତ ଦୃଶ୍ୟସ୍ଥ ଓ ଅଦୃଶ୍ୟସ୍ଥ ଆତ୍ମାଙ୍କୁ ବିନମ୍ର ପ୍ରଣତି । ସେହି ପରମ ଆବଶ୍ୟକତାରୁ ଉଦୟ ଏକ ଆମନ୍ତ୍ରଣ, ଯେଉଁ ଜାଗରଣର ସନ୍ଦେଶରୁ ଜନ୍ମ ନେଲା 'ଧ୍ୟାନ ବୁଦ୍ଧତ୍ୱର ବିଜ୍ଞାନ' ।