Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
'ତାଙ୍କ ଶବ୍ଦଗୁଡ଼ିକ ଏକ ଅଲୌକିକ ଯାଦୁ'- ଅମୃତା ପ୍ରୀତମ'ଭାରତ ବର୍ତ୍ତମାନ ସୁଦ୍ଧା ଯେତେ ଚିନ୍ତକ ଓ ବିଚାରକ ଜନ୍ମ ଦେଇଛି, ସେ ସେମା/ନଙ୍କ ମଧ୍ୟରେ ସର୍ବIକ ମୌଳିକ, ସର୍ବାଧିକ ଉର୍ବର, , ସର୍ବାଧିକ ସ୍ପଷ୍ଟ ଏବଂ ସର୍ବାଧିକ ସୃଜନଶୀଳ ବିଚାରକ ଥିଲେ । ତାଙ୍କ ଭଳି ବ୍ୟକ୍ତିତ୍ବ ଆମେ ଶତାବ୍ଦ ତାବ୍ଦୀ ଶତାବ୍ଦୀ ଧରି ଦେଖିବ।କୁ ପାଇବୁ ନାହିଁ । ଓଶୋଙ୍କ ବିଦାୟରେ ଭାରତ ତା’ ର ମହା ମହାନତମ ସନ୍ତାନମାନଙ୍କ ମଧ୍ୟରୁ ଜଣଙ୍କୁ ହରାଇଛି I ବିଶ୍ବବ୍ୟାପୀ ଯେଉଁମାନେ ବି ମୁକ୍ତ ଚିନ୍ତାଧାର ରର ମଣିଷ, ସେମାନେ ଭାରତର ଏହି ଅପୂରଣୀୟ କ୍ଷତିରେ ଭାଗୀଦାର ହେବେ ।'ସୁବିଖ୍ୟାତ ସମ୍ବାଦିକ ତଥ - ଖୁସୱନ୍ତ ସିଂହ (ସୁବିଖ୍ୟା ତଥା ଲେଖକ)