Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
'ଓଶୋ ଜଣେ ରସସିଦ୍ଧ ସନ୍ଥ ଏବଂ ପ୍ରଫୁଲ୍ଲ ଦାର୍ଶନିକ ତାଙ୍କର ଭାଷା କବିତ୍ତ୍ଵମୟ| ତାଙ୍କ ଶୈଳୀରେ ହୃଦୟକୁ ଦ୍ରବୀଭୂତ କଲାଭଳି ଭାବନାର ଉଚ୍ଚତମ ଶିଖର ରହିଛି ଏବଂ ଚିନ୍ତନକୁ ଆନ୍ଦୋଳିତ କଲାଭଳି ଅତଳ ଗଭୀରତା ମଧ୍ୟ ରହିଛି । ମାତ୍ର ତାଙ୍କ ଗଭୀରତାର ଜଳ ଦର୍ପଣ ପରି ଏତେ ନିର୍ମଳ ଯେ ତାହାର ଅନ୍ତସ୍ଥଳକୁ ଦେଖୁବାରେ କୌଣସି ବାଧା ଉପୁଜେ ନାହିଁ | ତାଙ୍କର ଜ୍ଞାନ ଅନ୍ଧକୂପ ପରି ଅସ୍ପଷ୍ଟ ନୁହେଁ | ଯଦି କେହି ସାହସ କରି ଏହାର ପ୍ରୟୋଗ କରେ, ତେବେ ସେ ତାଙ୍କ ଜ୍ଞାନ-ସରୋବରର ଗଭୀରତାକୁ ଅତି ସହ ହଜରେ ସ୍ପର୍ଶ କରିପାରିବ'|-ଓମପ୍ରକାଶ ଆଦିତ୍ଯ (ସୁପ୍ରସିଦ୍ଧ ହାସ୍ୟ-ବ୍ୟଙ୍ଗ କବି)