Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ବ୍ଲାକ ଈଗଲ ବୁକ୍ସ ପ୍ରକାଶନ ଦ୍ୱାରା ମୋର ଏକ ଭିନ୍ନ ଧରଣର ପୁସ୍ତକ ’ଭିନ୍ନ ପ୍ରସଙ୍ଗ: ଭିନ୍ନ ଅଭିବ୍ୟକ୍ତି’ ପ୍ରକାଶ ପାଇବାକୁ ଯାଉଛି । ଏଥିରେ ମୋର ଦକ୍ଷିଣ ଭାରତର ଭ୍ରମଣବୃତାନ୍ତ, ଭଦ୍ରକ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱର କିୟଦଂଶ, ସାହିତ୍ୟ, ସଂସ୍କୃତି, ସାମାଜିକ ପ୍ରସଙ୍ଗ, ଖବରକାଗଜରେ ପ୍ରକାଶିତ ସ୍ତମ୍ଭ ଲେଖ ଇତ୍ୟାଦି ବହୁବିଧ ବିଷୟ ସ୍ଥାନିତ । ଏହା ଏକ ସଂରକ୍ଷଣୀୟ ପୁସ୍ତକ ହେବା ସହ ପାଠକୀୟ ଆଦୃତି ଲାଭ କରିବାର ବିଶ୍ୱାସ ରଖୁଛି ।--ପ୍ରଫେସର ଡ ଶଶଧର ଦାସ