Bhala Galpa

Bhala Galpa

Gourahari Das

20,19 €
IVA incluido
Disponible
Editorial:
BLACK EAGLE BOOKS
Año de edición:
2023
Materia
Literatura: historia y crítica
ISBN:
9781645604013
20,19 €
IVA incluido
Disponible

Selecciona una librería:

  • Librería Samer Atenea
  • Librería Aciertas (Toledo)
  • Kálamo Books
  • Librería Perelló (Valencia)
  • Librería Elías (Asturias)
  • Donde los libros
  • Librería Kolima (Madrid)
  • Librería Proteo (Málaga)

ଭଲ ଗଳ୍ପ: ଭୂମି ଓ ଭୂମିକା’ ବହିଟିର ପରିକଳ୍ପନା ଅନେକ ଦିନର । ୧୯୮୮ରେ ’ସମ୍ବାଦ’ର ସାହିତ୍ୟ ପୃଷ୍ଠା ସଂଯୋଜନା କରୁଥିବା ବେଳେ, ମଝିରେ ମଝିରେ ସେଥିରେ ନୂଆ ନୂଆ ଫିଚର୍ ଉପସ୍ଥାପନ କରିବା ଲାଗି ଚେଷ୍ଟା କରୁଥାଏ । ତା ଭିତରୁ ଗୋଟିଏ ଥିଲା ’ଭଲ ଗପ କହିଲେ ଆପଣ କ’ଣ ବୁଝନ୍ତି’ ବିତର୍କ । ଏ ପ୍ରଶ୍ନଟି ସର୍ଜନଶୀଳ ଲେଖକଲେଖିକାଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଯେତେବେଳେ ବି ମୁଁ କ୍ଷୁଦ୍ରଗଳ୍ପର ଭୂମିକା ବା ପରିଭାଷା ସମ୍ପର୍କରେ ଯାହା କିଛି ପଢ଼ିଛି ସେତେବେଳେ କୌଣସି ଇଂରେଜୀ କିମ୍ବା ବଙ୍ଗଳା ଲେଖକଙ୍କ ଉଦ୍ଧୃତି ପଢ଼ିବାକୁ ପାଇଛି । ଓଡ଼ିଆ ସାହିତ୍ୟର ଶ୍ରେଣୀକକ୍ଷରେ ମଧ୍ୟ ସେହି ଅବସ୍ଥା । ଏକଥା ଦେଖିଲାବେଳେ ମନରେ ପ୍ରଶ୍ନ ଉଠିଛି, ଓଡ଼ିଶାର ଛାତ୍ରଛାତ୍ରୀ, ପାଠକପାଠିକା କଣ ସବୁବେଳେ ଇଂରେଜୀ, ହିନ୍ଦୀ ବା ବଙ୍ଗଳା ଲେଖକଙ୍କ ଉଦ୍ଧୃତି (ତାହା ପୁଣି କୋଉ କାଳର) ପଢୁଥିବେ, ନିଜ ଭାଷା ସାହିତ୍ୟର ରଥୀ ମହାରଥୀଙ୍କ ମତ, ମନ୍ତବ୍ୟ ପଢ଼ିବେ ନାହିଁ! ମୋ ପାଇଁ ଆନନ୍ଦର କଥା ଯେ, ବହୁ ବିଶିଷ୍ଟ ଲେଖକ ସେତେବେଳେ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ ଓ ପ୍ରାୟ ଛଅ ମାସ ପର୍ଯ୍ୟନ୍ତ ଏହି ବିତର୍କଟି ନିୟମିତ ଭାବେ ’ସମ୍ବାଦ’ରେ ପ୍ରକାଶ ପାଇଥିଲା ।ଏଇ କିଛି ବର୍ଷ ତଳେ ମୋର କେତେଜଣ ଲେଖକ ବନ୍ଧୁ, ପୁରୁଣା ଖବରକାଗଜ ପୃଷ୍ଠାର ସେହି ଲେଖାଗୁଡ଼ିକୁ ଏକତ୍ର କରି ଖଣ୍ଡିଏ ବହି ରୂପରେ ପ୍ରକାଶ କରିବା ଲାଗି ପରାମର୍ଶ ଦେଲେ । ମାତ୍ର ବହିଟିଏ ହେବା ପାଇଁ ଯେତିକି ଲେଖା ରହିବା ଦରକାର ସେତିକି ହାତରେ ନ ଥିଲା । ପୁଣି ଅନେକ ବଡ଼ ବଡ଼ ଲେଖକ ସେତେବେଳେ ଏହି ବିତର୍କରେ ଭାଗ ନେଇ ନ ଥିଲେ । ସେମାନଙ୍କୁ ଛାଡ଼ି ଗଲେ ବହିଟି ଅସମ୍ପୂର୍ଣ୍ଣ ମନେହେବ । ଏସବୁ କଥା ଚିନ୍ତାକରି, ସେତେବେଳେ ବିତର୍କରେ ଭାଗ ନେଇ ନ ଥିବା ଲେଖକମାନଙ୍କୁ ଚିଠି ଲେଖି ଅନୁରୋଧ କଲି । ମୋର ଅନୁରୋଧ ରକ୍ଷା କରି କେତେଜଣ ଲେଖକ ସହଯୋଗ କରିଛନ୍ତି ଓ ପଚାଶ ଜଣ ଲେଖକଙ୍କର ମତ-ମନ୍ତବ୍ୟକୁ ନେଇ ଏହି ବହିଟି ପ୍ରକାଶ ପାଉଛି । 

Artículos relacionados

  • Wordsworth's Political Writings
    This compilation by Richard Gravil of texts edited by W J B Owen and J W Smyser presents the four major political texts in Wordsworth’s prose oeuvre and illustrates both the detail of the poet’s political grasp, and the remarkable swerves he made between 1793 and 1835. The first text, A Letter to the Bishop of Llandaff (1793) is severely Jacobinical. Had Wordsworth published it...
    Disponible

    25,27 €

  • Turbulence
    Various Artists
    An anthology of work from writers and poets taking part in the MA in Writing at the National University of Ireland, Galway, this book was originally published in 2003. It features an introduction by Irish Writer Mike McCormack, Winner of the Goldsmith Prize 2016 for 'Solar Bones', who was Writer-In-Residence in NUIG at that time. It features fiction: a bald trapeze artist seeks...
    Disponible

    11,45 €

  • Israel... Through the Book of Leviticus - Easy Reader Edition
    Ahava Lilburn
    The Ancient Texts and the Bible series was compiled by Ahava Lilburn and produced by Minister 2 Others. This ten volume set synchronizes the manuscripts of Enoch, Jasher, and Jubilees into the Bible, making one complete storyline.  The books are interwoven using the Torah as the backbone, and the extra-biblical texts as the fleshing out of that backbone.The eighth book in this ...
    Disponible

    30,57 €

  • Israel... From Sinai to the Tabernacle - Easy Reader Edition
    Ahava Lilburn
    The Ancient Texts and the Bible series was compiled by Ahava Lilburn and produced by Minister 2 Others. This ten volume set synchronizes the manuscripts of Enoch, Jasher, and Jubilees into the Bible, making one complete storyline.  The books are interwoven using the Torah as the backbone, and the extra-biblical texts as the fleshing out of that backbone.The seventh book in this...
    Disponible

    30,75 €

  • Israel... Through the Book of Leviticus - Easy Reader Edition
    Ahava Lilburn
    The Ancient Texts and the Bible series was compiled by Ahava Lilburn and produced by Minister 2 Others. This ten volume set synchronizes the manuscripts of Enoch, Jasher, and Jubilees into the Bible, making one complete storyline.  The books are interwoven using the Torah as the backbone, and the extra-biblical texts as the fleshing out of that backbone.The eighth book in this ...
    Disponible

    25,39 €

  • Tracing the Essay
    G. Douglas Atkins
    The essay, as a notably hard form of writing to pin down, has inspired some unflattering descriptions: It is a greased pig, for example, or a pair of baggy pants into which nearly anything and everything can fit. In Tracing the Essay, G. Douglas Atkins embraces the very qualities that have moved others to accord the essay second-class citizenship in the world of letters.Drawing...
    Disponible

    30,56 €

Otros libros del autor

  • Hajila Geetara Sura
    Gourahari Das
    ହଲବା, ମାଟିଆ, କୋୟା, ବଣ୍ଡା, କନ୍ଧ ଓ ଭୂମିଆ ସଂପ୍ରଦାୟର ଆଦିବାସୀମାନଙ୍କ ପରିବାରର କେହି ରାତିରେ ମରିଗଲେ ତା’ର ଶବକୁ ପରଦିନ ସକାଳ ପର୍ଯ୍ୟନ୍ତ ସଂସ୍କାର ନିମନ୍ତେ ରଖନ୍ତି। ଅନ୍ୟପକ୍ଷରେ ଘର ଭିତରେ ଶବ ରହିଥିବାବେଳେ ଘରଲୋକେ ନିଦରେ ଶୋଇବା ମନା। ଘରର ଲୋକଙ୍କୁ ଚିଆଁଇ ରଖିବା ଲାଗି ଗୀତକୁଡ଼ିଆ ଓ ଗୀତକୁଡ଼ିଆଣୀ ରାତିସାରା ବିଭିନ୍ନ କଥାନି ଗାଇଥାନ୍ତି। ଏହି କଥାନିରେ ମୃତ୍ୟୁ ଚେତନା, ଜୀବନର କ୍ଷଣଭଙ୍ଗୁରତା, ବିଭିନ୍ନ ପୁରାଣର ଆଖ୍ୟାନ ସହ ମୃତ ବ୍ୟକ୍ତିର ଗୁଣାବଳି...
    Disponible

    20,23 €

  • Ama Samayara Kahani
    Gourahari Das
    ଫୁଲଟିଏ ଫୁଟିଲେ ମଉଳି ଝଡ଼ିପଡ଼େ । ଗୀତଟିଏ ଗାଇବା ଆରମ୍ଭ ହେଲେ ସୁର ହୋଇ ସରିଯାଏ, କଥାଟିଏ ଆରମ୍ଭ ହେଲେ ଲଥାର ବାଙ୍କ ବୁଲାଣି ଦେଇ ଶେଷହୁଏ; କିନ୍ତୁ ପ୍ରେମ ଥରେ ଆରମ୍ଭ ହେଲେ ଆଉ ସେ ସରେ ନାହିଁ । ଜୀବନ ସାରା ମଧୁର କ୍ଷତଟିଏ ପରି ସେ ମଣିଷ ସାଙ୍ଗରେ ରହିଯାଏ, ସ୍ମୃତିକୋଷରେ ସାଇତି ହୋଇ ରହିଯାଏ ସେଇ ସଂପର୍କର ସୂଚିପତ୍ର । କେବେ କେବେ ସେସବୁ ଉଙ୍କିମାରେ ଆଖି ଉପକୂଳରେ ଲୁହ ହୋଇ, ଓଠ ତଟର କ୍ଷୀଣହସ ହୋଇ, କେବେ ପୁଣି ଛାତି ପଞ୍ଜରାର ପାହାଡ଼ ଖୋଲରେ ଦୀର୍ଘଶ୍ୱାସ ହୋ...
    Disponible

    22,15 €

  • Ama Samayara Kahani
    Gourahari Das
    ଯେତେ ଯାହା ଚାହିଁଲେ ବି ପିଲାଦିନ ଆଉ ଫେରେ ନାହିଁ । ସ୍ମୃତିର ଆଲ୍‌ବମ୍‌ରେ ପୁରୁଣା ଫଟୋଟିଏ ପରି ସେ ପଛରେ ରହିଯାଏ । ଏଣିକି ମଣିଷକୁ ଫେରିବାକୁ ହୁଏ ପିଲାଦିନ ପାଖକୁ- ଗୀତ, ଗପ, ଉପନ୍ୟାସ ଓ ଚିତ୍ରର ଭରସାରେ ।ପିଲାଦିନ ଗପ ସଂକଳନ, ସେଇ ପିଲାଦିନକୁ ପାଖରେ ପାଇବାର ଆବେଗ ଆତୁର ଉଦ୍ୟମର ଫଳଶ୍ରୁତିଟିଏ । ଅନେକ ଦିନ ଧରି ଏମିତି ସ୍ୱପ୍ନଟିଏ ଥିଲା, ପିଲାଦିନର ସ୍ମୃତି ପରି ମୋ ପାଖେ ପାଖେ, ମାତ୍ର ସେଇ ସ୍ୱପ୍ନକୁ ବାସ୍ତବର ରୂପ ଦେବା ପାଇଁ ଅବକାଶ ଓ ଅବସର ଜୁଟୁ ନ ...
    Disponible

    21,38 €

  • Asami O Anyanya Nataka (ଆସାମୀ ଓ ଅନ୍ୟାନ୍ୟ ନାଟକ)
    Gourahari Das
    ’ଆସାମୀ ଓ ଅନ୍ୟାନ୍ୟ ନାଟକ’ରେ ଯେଉଁ ତିନିଟି ନାଟକ ସଂକଳିତ ହୋଇଛି ସେଗୁଡ଼ିକ ହେଲା ’ଆସାମୀ’, ’ନୂଆ ଠିକଣା’ ଏବଂ ’ମାୟା’ । ଏ ନାଟକଗୁଡ଼ିକ ୨୦୧୬ ଓ ୨୦୧୭ରେ ଯଥାକ୍ରମେ ଉତ୍ତରପୁରୁଷ, ନାଟ୍ୟଚେତନା ଓ ଶତାବ୍ଦୀର କଳାକାର ଦ୍ୱାରା ପ୍ରଥମେ ମଞ୍ଚସ୍ଥ ହୋଇଥିଲା ।ନାଟକ ସଂପର୍କରେ:ନାଟକ ’ଆସାମୀ’, ନୋଟ୍ ଓ ଭୋଟ୍‌ର ରାଜନୀତି ଭିତରେ ଛନ୍ଦି ପଡ଼ିଥିବା, ମାଟି ଓ ଭାଟିର ବିଷଚକ୍ରରୁ ମୁକୁଳି ପାରୁ ନ ଥିବା ଗୋଟେ ସାଧାରଣ ପରିବାରର କାହାଣୀ; ଯେଉଁ ପରିବାର କେବଳ ଚାହୁଁଥଲା, ଦି...
    Disponible

    18,94 €

  • Kanta O Anyanya Galpa
    Gourahari Das
    Kanta O Anyanya Galpa is a collection of sixteen short-stories by Gourahari Das . Flawlessly narrated, the stories sparkle with compassion and humanity. Each story in this collection is distinct and unique, and his broad vision, a composite of tradition and modernity, enables him to see the conflict and complexities of a transforming Odia society. These stories are powerful por...
    Disponible

    18,80 €

  • SURENDRA MOHANTYNKA KHYUDRAGALPA
    Gourahari Das
    ଓଡ଼ିଆ ସାହିତ୍ୟରେ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କର ସ୍ଥାନ ସ୍ବତନ୍ତ୍ର। ତାଙ୍କର ବିଷୟବସ୍ତୁ ନିର୍ବାଚନ, ଚରିତ୍ର ଚିତ୍ରଣ ଏବଂ ଶବ୍ଦ ଚୟନ ସମସାମୟିକ ସାହିତ୍ୟିକମାନଙ୍କ ଠାରୁ ଭିନ୍ନ। ଶ୍ରୀଜଗନ୍ନାଥଙ୍କୁ ନେଇ ସେ ଲେଖିଥିବା ’ନୀଳଶୈଳ’, ’ନୀଳାଦ୍ରି ବିଜୟ’, ’କୃଷ୍ଣାବେଣୀରେ ସନ୍ଧ୍ୟା’, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ନେଇ ଲେଖିଥିବା ’କୁଳବୃଦ୍ଧ’ ଓ ’ଶତାବ୍ଦୀର ସୂର୍ଯ୍ୟ’ ଏବଂ ଗୌତମ ବୁଦ୍ଧଙ୍କ ଦର୍ଶନର ଭିନ୍ନ ଭିନ୍ନ ଦିଗକୁ ନେଇ ରଚନା କରିଥିବା ଅଜସ୍ର ଗଳ୍...
    Disponible

    18,73 €