Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ସଂସ୍କୃତ ବାଙ୍ମୟ ଜଗତର କାଳଜୟୀ ପ୍ରତିଭା ହେଉଛନ୍ତି କବିରାଜ ଶ୍ରୀଜୟଦେବ । ଶ୍ରୀଗତଗୋବିନ୍ଦ ଗ୍ରନ୍ଥକୁ ପ୍ରଫେସର ମହାପାତ୍ର ସମ୍ପାଦନା ଓ ଆଲୋଚନା କରିଛନ୍ତି । ପ୍ରଫେସର ମହାପାତ୍ର ପ୍ରତିପାଦନ କରିଛନ୍ତି ଯେ ଶ୍ରୀଗୀତଗୋବିନ୍ଦରେ ଭକ୍ତିଭାବନା, ଶୃଙ୍ଗାରୀଚେତନା, ଭାବ ଓ ଆବେଗର ସମନ୍ୱୟ, ଗୀତିମୟତା, ନାଟକୀୟତା କାନ୍ତ କୋମଳ ପଦାବଳୀର ପ୍ରୟୋଗ ଏହାକୁ କାଳଜୟୀ କରିପାରିଛି । ’ଅନନ୍ୟ ମହାକାବ୍ୟ ଶ୍ରୀଗୀତଗୋବିନ୍ଦ’ ଗ୍ରନ୍ଥଟିର ପାଠକୀୟ ଆଦୃତି ଆଶା କରାଯାଏ ।