Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
About the Book : ’ତସନିମ୍ କାହାଣୀମାଳା’ କୁନି ଗାଳ୍ପିକା ତସନିମ୍ ସୁଲତାନାଙ୍କ ଉଦାର-ନିର୍ମଳ-କୋମଳ ଶିଶୁ ମନର ଉଲ୍ଲେଖନୀୟ ରୂପାୟନ। ଏହି ଗଳ୍ପ ସଂକଳନରେ ସ୍ଥାନିତ ଗଳ୍ପ ସମୂହ ଯଦିଓ ବ୍ୟାପ୍ତି ଦୃଷ୍ଟିରୁ କ୍ଷୁଦ୍ର ମନେହୁଏ; କିନ୍ତୁ ଏହାର ଭାବଚେତନାର ବିଶାଳତା ଯେ ପାଠକକୁ ବିସ୍ମିତ କରିଦେଲା ଭଳି ଏକ ଭିନ୍ନ ପର୍ଯ୍ୟାୟର - ଏହା ନିର୍ଦ୍ଵନ୍ଦ୍ଵରେ କୁହାଯାଇପାରେ। ଯଦି ସାମଗ୍ରିକ ଦୃଷ୍ଟିକୋଣରୁ ବିଚାର କରାଯାଏ, ତେବେ କୁନି ଗାଳ୍ପିକାଙ୍କ ଏ କାହାଣୀମାଳା ବିଦ୍ୟାଳୟରେ ପଢୁଥିବା କୁନି ଶିଶୁମାନଙ୍କ ମନରେ ଶିକ୍ଷା ଓ ସଂସ୍କାରଧର୍ମୀ ସକାରାତ୍ମକ ଭାବନା ଉଦ୍ରେକରେ ବିଶେଷ ସହାୟକ ହେବ ଏହା ମୋର ଦୃଢ ବିଶ୍ଵାସ।