LIBROS DEL AUTOR: sneha mishra

9 resultados para LIBROS DEL AUTOR: sneha mishra

  • Eka Bharatiya Jailre Mora Ketoti Barsha
    Mary Tyler / Sneha Mishra
    In 1970, Mary Tyler, a young English school teacher, was arrested and held for five years without trial in an Indian prison. In June 1975, after years of postponement, the charges were suddenly dropped, and she was deported back to England. In this book she tells her astonishing story. Prof. Sneha Mishra has done an amazing job by translating in Odia. ...
    Disponible

    22,41 €

  • Best of Binapani
    Binapani Mohanty / Sneha Mishra
    This collection has nine stories - The Power and Glory of a FloodPatadeiThe IntervalFatherThe Tongue of FireChameli’s TeaThe Shadow of DarknessThe AuditoriumThe Twins ...
    Disponible

    17,98 €

  • Kanda Mo Priya Janmabhumi
    Alan Paton / Sneha Mishra
    ୟୁରୋପୀୟ ସାମ୍ରାଜ୍ୟବାଦ ଓ ଖ୍ରୀଷ୍ଟିଆନ ଧର୍ମାନ୍ତରୀକରଣ ପୃଷ୍ଠପଟରେ ଲିଖିତ ଏଇ ଉପନ୍ୟାସରେ କ୍ରମବର୍ଦ୍ଧିଷ୍ଣୁ ବର୍ଣ୍ଣ ବୈଷମ୍ୟବାଦ ଓ ଜାତିଭେଦ ବିରୋଧରେ ଆଫ୍ରିକାର କୃଷ୍ଣକାୟ ଅଧିବାସୀଙ୍କର ବିଦ୍ରୋହର ସ୍ୱର ପ୍ରତିଫଳିତ ହେଇଛି । ଅର୍ଥନୈତିକ, ସାମାଜିକ, ଜାତିଗତ ବିଷମତା ଭିତରେ ସେଠି କେମିତି ଚାରିଆଡ଼େ ଭୟର ବାତାବରଣ ଘେରି ରହିଛି ତାର ଅବତାରଣା କରାଯାଇଛି । ଏପରିକି ନବଜାତକ ଶିଶୁ ବି ଉତ୍ତରାଧିକାର ସୂତ୍ରରେ ଭୟ ନେଇ ଜନ୍ମ ହୁଏ - ପ୍ରିୟ ମଣିଷକୁ ହରାଇବାର ଭୟ,...
    Disponible

    22,16 €

  • Ujuda Aadhara
    Chinua Achebe / Sneha Mishra
    Things Fall Apart ସବୁଠୁ ଲୋକପ୍ରିୟ ହେବା ସହ ଆର୍ନ୍ତଜାତିକ ପାଠକୀୟ ସ୍ୱୀକୃତି ଲାଭ କରିଛି । ଏହି ପୁସ୍ତକଟି ଷାଠିଏରୁ ଊର୍ଦ୍ଧ୍ୱ ଭାଷାରେ ଅନୂଦିତ ହୋଇସାରିଛି । ଏଥିରେ ଏକ ଅନନ୍ୟ କାହାଣୀ ଓ ବର୍ଣ୍ଣନା ଶୈଳୀ ମାଧ୍ୟମରେ ସେ ୟୁରୋପୀୟ ଉପନିବେଶବାଦକୁ ଆଫ୍ରିକୀୟ ଦୃଷ୍ଟିଭଙ୍ଗୀରେ ଉପସ୍ଥାପନା କରିଛନ୍ତି । ଆଫ୍ରିକାର ନାଇଜେରିଆରେ ଇଂରେଜ ଉପନିବେଶବାଦର ସ୍ଥାପନ ହେଲା ପରେ ଇଂରାଜୀ ଶିକ୍ଷା, ସଭ୍ୟତା ଏବଂ ଖ୍ରାଷ୍ଟଧର୍ମର ପ୍ରଚାର ଓ ପ୍ରସାର ହେଲା । ଏଇ ଧକ୍‌କାରେ ...
    Disponible

    21,46 €

  • Devi
    Sneha Mishra
    ଏଇ ଗଳ୍ପ ସଂକଳନରେ ସେ ଏକ ଭିନ୍ନ ଦୃଷ୍ଟିଭଙ୍ଗୀର ଅବତାରଣା କରିଛନ୍ତି । ସବୁ ଗଳ୍ପ ସାମାଜିକ କଥାବସ୍ତୁ ଉପରେ ଆଧାରିତ । ଅଧିକାଂଶ ଚରିତ୍ର ସାମାଜିକ ପୃଷ୍ଠଭୂମିରୁ ଆନୀତ । ଏକ ସାଧାରଣ/ସ୍ୱାଭାବିକ/ଚିରାଚରିତ ଜୀବନଶୈଳୀ ଭିତରେ ସେମାନଙ୍କ ଅସାଧାରଣ ବ୍ୟକ୍ତିଚରିତ୍ର ହିଁ ତାଙ୍କ ଗଳ୍ପର ଅନ୍ୟତମ ଦିଗ । ବିଭିନ୍ନ ସଂଘର୍ଷମୟ ପରିସ୍ଥିତିରେ ଥିବା ଏଇ ଚରିତ୍ରମାନଙ୍କ ଭିତରେ ପ୍ରତିଫଳିତ ଏକ ଗଭୀର ମାନବିକ ଆବେଦନ ହିଁ ତାଙ୍କ ରଚନାର ସ୍ୱାତନ୍ତ୍ର‌୍ୟ । ...
    Disponible

    16,56 €

  • Semananka Katha
    Sneha Mishra
    ଏହି ଗଳ୍ପ ସଂକଳନରେ ସନ୍ନିହିତ ଗଳ୍ପ ଗୁଡ଼ିକର ଉଭୟ କଥାବସ୍ତୁ ଓ ଚରିତ୍ର ମାନଙ୍କରେ କିଛିଟା ଭିନ୍ନତା ପରିଲକ୍ଷିତ ହୁଏ। ସାଧାରଣ ଉପସ୍ଥାପନା ଶୈଳୀରେ ପରିବେଷଣ କରାଯାଇଥିବା ଏହି କଥାବସ୍ତୁ ଓ ଚରିତ୍ର ମାନଙ୍କରେ ଏକ ଅସାଧାରଣ ଓ ଅନନ୍ୟ ଦୃଷ୍ଟିଭଙ୍ଗୀର ପରିଚୟ ମିଳେ। କଥାବସ୍ତୁ ଓ ଚରିତ୍ର ଗୁଡ଼ିକ ଏକ ଅବହେଳିତ ସାମାଜିକ ପୃଷ୍ଠଭୂମିରୁ ଆନୀତ। ତେବେ ସେଗୁଡ଼ିକ କୌଣସି ଏକ ନିର୍ଦ୍ଦିଷ୍ଟ ’ବାଦ’ରେ ଛନ୍ଦି ହୋଇନାହାନ୍ତି। ସବୁରି ଉର୍ଦ୍ଧ୍ବରେ ଏକ ଗଭୀର ମାନବିକ ଆବେଦନ ...
    Disponible

    16,50 €

  • Alpa Galpa
    Sneha Mishra
    ଏଇ ଗଳ୍ପ ସଂକଳନ - ’ଅଳ୍ପ ଗଳ୍ପ’ରେ ସେ ଏକ ଭିନ୍ନ ଦୃଷ୍ଟିଭଙ୍ଗୀର ଅବତାରଣା କରିଛନ୍ତି । ସବୁ ଗଳ୍ପ ସାମାଜିକ କଥାବସ୍ତୁ ଉପରେ ଆଧାରିତ । ଅଧିକାଂଶ ଚରିତ୍ର ସାମାଜିକ ପୃଷ୍ଠଭୂମିରୁ ଆନୀତ । ଏକ ସାଧାରଣ/ସ୍ୱାଭାବିକ/ଚିରାଚରିତ ଜୀବନଶୈଳୀ ଭିତରେ ସେମାନଙ୍କ ଅସାଧାରଣ ବ୍ୟକ୍ତିଚରିତ୍ର ହିଁ ତାଙ୍କ ଗଳ୍ପର ଅନ୍ୟତମ ଦିଗ । ବିଭିନ୍ନ ସଂଘର୍ଷମୟ ପରିସ୍ଥିତିରେ ଥିବା ଏଇ ଚରିତ୍ରମାନଙ୍କ ଭିତରେ ପ୍ରତିଫଳିତ ଏକ ଗଭୀର ମାନବିକ ଆବେଦନ ହିଁ ତାଙ୍କ ରଚନାର ସ୍ୱାତନ୍ତ୍ର‌୍ୟ । ...
    Disponible

    16,54 €

  • Haluka Manisha
    Milan Kundera / Rabi Shankar Mishra / Sneha Mishra
    ଜୀବନଟା କାହା ପାଇଁ କେମିତି । ଜଣକ ପାଇଁ ଜୀବନ ପକ୍ଷୀର ପର ପରି ହାଲୁକା ତ ଆଉ କାହା ପାଇଁ ଗୋଟେ ଓଜନିଆ ପଥର ପରି ବୋଝ । କୁନ୍ଦେରାଙ୍କ ଦୃଷ୍ଟିରେ ଆମର ବୋଝ ଯେତିକି ଅଧିକ ହୁଏ, ମାଟି ସହିତ ଜୀବନ ସେତିକି ନିବିଡ଼ ହୁଏ । ଅପରପକ୍ଷେ ବୋଝ ନଥିଲେ ମଣିଷର ଜୀବନ ପବନ ପରି ହାଲୁକା ହେଇଯାଏ । ଉପରକୁ ଉଠିଉଠିକା ଯାଏ ଆଉ ମଣିଷର ଜୀବନ କ୍ରମଶଃ ଅର୍ଦ୍ଧସତ୍ୟ ଓ ନଗଣ୍ୟ ହେଇଯାଏ । ତେବେ ଆମେ କୋଉଟାକୁ ବାଛିବା କଥା- ହାଲୁକା ନା ଓଜନ? ତାଙ୍କର ବହୁ ଚର୍ଚ୍ଚିତ ଉପନ୍ୟାସ ’The ...
    Disponible

    19,67 €

  • Bhinna Srota
    Sneha Mishra
    ଏଇ ଗଳ୍ପ ସଂକଳନ - ଭିନ୍ନ ସ୍ରୋତ ରେ ସେ ଏକ ଭିନ୍ନ ଦୃଷ୍ଟିଭଙ୍ଗୀର ଅବତାରଣା କରିଛନ୍ତି। ସବୁ ଗଳ୍ପ ସାମାଜିକ କଥାବସ୍ତୁ ଉପରେ ଆଧାରିତ। ଅଧିକାଂଶ ଚରିତ୍ର ସାମାଜିକ ପୃଷ୍ଠଭୂମିରୁ ଆନୀତ। ଏକ ସାଧାରଣ/ସ୍ଵାଭାବିକ/ଚିରାଚରିତ ଜୀବନଶୈଳୀ ଭିତରେ ସେମାନଙ୍କ ଅସାଧାରଣ ବ୍ୟକ୍ତିଚରିତ୍ର ହିଁ ତାଙ୍କ ଗଳ୍ପର ଅନ୍ୟତମ ଦିଗ। ବିଭିନ୍ନ ସଂଘର୍ଷମୟ ପରିସ୍ଥିତିରେ ଥିବା ଏଇ ଚରିତ୍ର ମାନଙ୍କ ଭିତରେ ପ୍ରତିଫଳିତ ଏକ ଗଭୀର ମାନବିକ ଆବେଦନ ହିଁ ତାଙ୍କ ରଚନାର ସ୍ଵାତନ୍ତ୍ର୍ୟ। ...
    Disponible

    15,57 €