LIBROS DEL AUTOR: sarbeswar sena

4 resultados para LIBROS DEL AUTOR: sarbeswar sena

  • Odia Sahitya Sanskruti O Kabichandra Kalicharana
    Sarbeswar Sena
    କବିଚନ୍ଦ୍ର କାଳୀଚରଣଙ୍କର ଆତ୍ମଲିପି ’କୁମ୍ଭାରଚକ’ ଆଧାରରେ ଡ. ସେଣଙ୍କର ପ୍ରବନ୍ଧ ପୁସ୍ତକ ’ଓଡିଆ ସାହିତ୍ୟ-ସଂସ୍କୃତି ଓ କବିଚନ୍ଦ୍ର କାଳୀଚରଣ’। ଏଥିରେ ସନ୍ନିବିଷ୍ଟ ମୋଟ୍ ୨୮ ଗୋଟି ପ୍ରବନ୍ଧ ଲେଖକଙ୍କର କଳାତ୍ମକ ଅନ୍ତର୍ଦୃଷ୍ଟିର ଅନୁପମ ନିଦର୍ଶନ। କବିଚନ୍ଦ୍ର କେବଳ ଓଡିଶାର ନୁହଁନ୍ତି, ସମଗ୍ର ଭାରତ ବର୍ଷରେ ଏକ ବହୁ ଚର୍ଚ୍ଚିତ ପ୍ରତିଭା ଓ ସାରସ୍ୱତ ସାଧକ। ତାଙ୍କ ଆତ୍ମଜୀବନୀ ’କୁମ୍ଭାରଚକ’ ଏକ ଅନବଦ୍ୟ କୃତି। ଓଡ଼ିଆ ସାହିତ୍ୟ-ସଂସ୍କୃତିର ଏହା ରସୋତ୍ତୀର୍ଣ୍ଣ ଇ...
    Disponible

    20,19 €

  • Unabinsha Shatabdi O Fakir Mohan
    Sarbeswar Sena
    ଗଦ୍ୟ ସାହିତ୍ୟ-ସମ୍ରାଟ ଫକୀରମୋହନ ସେନାପତି (୧୮୪୩-୧୯୧୮)। ତାଙ୍କ ବାଲ୍ୟଜୀବନ ସଂଘର୍ଷପୂର୍ଣ୍ଣ। କେବେ ଅଝାଲ ସିଲେଇ, ଜାହାଜାତି କାରବାର ତ ଗୁମାସ୍ତାଙ୍କର ମେଟ୍‌। ପରେ ସ୍କୁଲ ମାଷ୍ଟ୍ରେ। ଶେଷରେ ଦେବାନ, ଆଡ଼ମିନିଷ୍ଟ୍ରେଟ୍‌ର। ଓଡ଼ିଆ ଜନଜୀବନ ସହ ସେ ଓତପ୍ରୋତ ଭାବେ ସଂଶ୍ଳିଷ୍ଟ। ଜୀବନକୁ ଦେଖିଲେ ଖୁବ୍ ନିକଟରୁ। ଜନତାର ହା-ହୁତାଶା, ବ୍ୟଥା-ବେଦନା, ସାମାଜିକ ଦୁଃସ୍ଥିତି ଆଦି ନାନା ଘଟଣା; ମ୍ରିୟମାଣ ଫକୀରମୋହନ। ଦ୍ରଷ୍ଟା ଫକୀରମୋହନ ହେଲେ ସ୍ରଷ୍ଟା ଫକୀର ମୋହନ। ତ...
    Disponible

    17,98 €

  • Bhaba O Bhasara Samrat Surendra
    Sarbeswar Sena
    କଥା ସମ୍ରାଟ ଫକୀରମୋହନୋତ୍ତର ଓଡ଼ିଆ ଗଳ୍ପ ସାହିତ୍ୟ ଜଗତର ଅପ୍ରତିଦ୍ୱନ୍ଦ୍ୱୀ, ଅନୁପମ ବିନ୍ଧାଣି ସୁରେନ୍ଦ୍ର ମହାନ୍ତି । ସେଇ ମୂର୍ଦ୍ଧନ୍ୟ ସ୍ରଷ୍ଟାଙ୍କର ନିର୍ବାଚିତ ୨୬ ଗୋଟି ଗଳ୍ପ ଉପରେ ଆଧାରିତ ଡ. ସେଣଙ୍କର ଏକ ଭିନ୍ନ ସ୍ୱାଦର ଦ୍ୱାଦଶ ସମୀକ୍ଷା ପୁସ୍ତକ ’ଭାବ ଓ ଭାଷାର ସମ୍ରାଟ ସୁରେନ୍ଦ୍ର’ । ଆଲୋଚିତ ପ୍ରତିଟି ଗଳ୍ପର ଭାଷା ବିଭବ ସହ ଭାବ ବିଳାସର ଚାତୁର‌୍ୟ୍ୟପୂର୍ଣ୍ଣ ଚିତ୍ରାୟନ ପୁସ୍ତକଟିର ଅନନ୍ୟ ଆକର୍ଷଣ । ବିପୁଳ ପାଠକୀୟ ଶ୍ରଦ୍ଧାଲାଭ କଲେ ଶ୍ରମ ସାର୍ଥକ...
    Disponible

    21,34 €

  • Kaala O Kalara Shilpee Surendra
    Sarbeswar Sena
    କାଳ, କଳା ପରସ୍ପର ସମ୍ବନ୍ଧିତ । କାଳରେ କଳାର ସୃଷ୍ଟି, ସମୟକ୍ରମେ ହୋଇଯାଏ କାଳଜୟୀ । କଳାକାରଟି ଅମର ରହେ କାଳ କାଳକୁ । ସେଇଭଳି ଜଣେ ଯଶସ୍ୱୀ ସ୍ରଷ୍ଟା ସୁରେନ୍ଦ୍ର ମହାନ୍ତି । ଯାତ୍ରା ତାଙ୍କର ଜୀବନ, ପଥ ତାଙ୍କର ପୃଥିବୀ । ନିରନ୍ତର ଅଗ୍ରଗତି, ନାହିଁ କ୍ଳାନ୍ତି, ଅବସାଦ । ଜୀବନରେ କେତେ କେତେ ଉତ୍‌ଥାନ ପତନ । ନାନାଦି ବିଘ୍ନ ପ୍ରତିବନ୍ଧକ, ଆର୍ଥିକ ଅନଟନ । ଦୁର୍ବିସହ ଜୀବନ । ଥକି ପଡ଼ିନାହାନ୍ତି ସୁରେନ୍ଦ୍ର । ସଂଘର୍ଷରୁ ତାଙ୍କର ସାଧନା । ସାରସ୍ୱତ ତପସ୍ୟାର...
    Disponible

    20,11 €