LIBROS DEL AUTOR: sanjukta nayak

2 resultados para LIBROS DEL AUTOR: sanjukta nayak

  • Kalijanha
    Sanjukta Nayak
    ’କାଳିଜହ୍ନ’ ମୋର ପ୍ରଥମ ଗଳ୍ପ ସଙ୍କଳନ। ଏଥିରେ ସ୍ଥାନୀତ ଷୋହଳଟି ଗଳ୍ପ ୧୧୯୫ରୁ ୨୦୨୫ ମସିହା ଅବଧିରେ ଲିଖିତ, ଯାହା ପାଠକମାନେ ଅନୁଭବ କରିପାରିବେ। କିଛି ଗଳ୍ପ ବିଭିନ୍ନ ସମୟରେ ’କଥା’, ’ସୁଚରିତା’, ’ପଞ୍ଚବଟୀ’, ’ପକ୍ଷୀଘର’ ଇତ୍ୟାଦି ଲୋକପ୍ରିୟ ପତ୍ରିକାମାନଙ୍କରେ ପ୍ରକାଶିତ ହେଇ ପାଠକୀୟ ପ୍ରଶଂସା ଲାଭ କରିଛି। ସେଥିପାଇଁ ମୁଁ ପାଠକ ଏବଂ ସଂପାଦକମାନଙ୍କ ନିକଟରେ କୃତଜ୍ଞ।ଯଦିଓ ’କାଳିଜହ୍ନ’ ଗଳ୍ପଟି ମୋର ପ୍ରଥମ ପ୍ରକାଶିତ ଗଳ୍ପ, ତେବେ ତାହା ମୋର ପ୍ରଥମ ଗଳ୍ପ ...
    Disponible

    20,16 €

  • Hata Badheile Akasha
    Sanjukta Nayak
    ’ହାତ ବଢ଼େଇଲେ ଆକାଶ’ ସଂଯୁକ୍ତାଙ୍କର ପ୍ରଥମ କବିତା ସଂକଳନ। ବ୍ୟକ୍ତିତ୍ୱର ବିଭଙ୍ଗ ଚିତ୍ର, ମଣିଷର ନିରାପତ୍ତାଶୂନ୍ୟତା, ଆଧୁନିକ ଜୀବନଚର୍ଯ୍ୟାର ଅନ୍ତଃସାରଶୂନ୍ୟତା ସହ ଉଜୁଡ଼ି ଯାଉଥିବା ସଂପର୍କ ତାଙ୍କ କବିତାର ଉଲ୍ଲେଖନୀୟ ଉପାଦାନ। ଅକପଟ ବର୍ଣ୍ଣନାଶୈଳୀ, ସ୍ୱଚ୍ଛ ପ୍ରକାଶଭଙ୍ଗୀ ଏବଂ ଆବେଗପଖଳା ଶବ୍ଦବିନ୍ୟାସ ଯୋଗୁଁ ଏହି ସଂକଳନଟି କାବ୍ୟାମୋଦୀ ପାଠକମାନଙ୍କର ଦୃଷ୍ଟି ଆକର୍ଷଣ କରିବ। ...
    Disponible

    17,98 €