LIBROS DEL AUTOR: rozalini mishra

2 resultados para LIBROS DEL AUTOR: rozalini mishra

  • Ichhapatra
    Rozalini Mishra
    ରୋଜାଲିନି ମିଶ୍ରଙ୍କର ପ୍ରଥମ ଉପନ୍ୟାସ ତାଙ୍କର ପ୍ରଥମ ଗଳ୍ପ ସଂକଳନ ଭଳି ବିସ୍ମୟକର। ଆଂଗିକ ଦୃଷ୍ଟିରୁ ଉପନ୍ୟାସଟିର ଗଠନ ଖୁବ୍ ନିର୍ଭୁଲ୍ ଓ ଏହା ସୁଖପାଠ୍ୟ ନିଶ୍ଚୟ। ଏ କାହାଣୀ ଆମ ପିଢ଼ିର ପାଠକମାନଙ୍କୁ ଧରି ରଖିବାର ସାମର୍ଥ୍ୟ ରଖେ। ରୋଜାଲିନିଙ୍କର ଲେଖକୀୟତାର କ୍ରମ ବିବର୍ତ୍ତନର ଏହା ଏକ ଅପୂର୍ବ ନିଦର୍ଶନ। ତାଙ୍କର ଗପସବୁ ଭଳି ଏ ଉପନ୍ୟାସ ବି ପ୍ରଚୁର ଆଦୃତି ପାଉ, ଏହା ହିଁ କାମନା। --ଡ. ହିରଣ୍ମୟୀ ମିଶ୍ର, ବରିଷ୍ଠ ସାହିତ୍ୟିକାକଥାଶିଳ୍ପୀ ରୋଜାଲିନିଙ୍କ କଥ...
    Disponible

    17,97 €

  • Madachandia O Anyamane
    Rozalini Mishra
    ପୁସ୍ତକ ’ମଡ଼ାଚଣ୍ଡିଆ ଓ ଅନ୍ୟମାନେ’ରେ ସ୍ଥାନିତ ହୋଇଛି ବାଇଶିଟି ଗଳ୍ପ । ଏଥିରେ ଅଧିକାଂଶ ଗଳ୍ପର ଚରିତ୍ରଗୁଡ଼ିକ ବିଲୁପ୍ତ ପ୍ରାୟ । ଗାଁ ଗହଳି ମାନଙ୍କରେ ଏବେ କ୍ୱଚିତ୍ ଆସୁଛନ୍ତି ଆଖି ସାମ୍ନାକୁ । ଏବେ ଦେଖିବାକୁ ମିଳୁନାହାନ୍ତି ହୁଏତ ଆଉ କିଛିବର୍ଷ ପରେ ଶୁଣିବାକୁ ବି ମିଳିବେନି । ’ମଡ଼ାଚଣ୍ଡିଆ’, ’ସାହାଡ଼ାସୁନ୍ଦରୀ’, ’ଜାନୁଘଣ୍ଟ’, ’ବାଳିକାବଧୂ’ ପରି ଏମିତି ଆହୁରି କିଛି ଚରିତ୍ର ବି ଏଥିରେ ସ୍ଥାନିତ, ଯେଉଁମାନେ କି ଆଜିର ପିଢ଼ି ପାଖରେ ସମ୍ପୂର୍ଣ୍ଣ ଅପରିଚିତ ...
    Disponible

    17,85 €