LIBROS DEL AUTOR: kalpanamayee dash

2 resultados para LIBROS DEL AUTOR: kalpanamayee dash

kalpanamayee dash Eliminar filtro Quitar filtros
  • Gotie Janmara Kabita
    Kalpanamayee Dash
    ଗୋଟିଏ ଜନ୍ମର କବିତା ହେଉଛି ମଣିଷ ହୃଦୟର ତାଳ, ଲୟ ଓ ଛନ୍ଦର ଶବ୍ଦସମ୍ଭାର। କଳ୍ପନାମୟୀଙ୍କ କବିତାଗୁଡ଼ିକରେ ସାର୍ବଜନୀନ ଆବେଗ-ପ୍ରେମ, ପ୍ରତୀକ୍ଷା, ଆଶା, ନିରାଶା, ମିଳନ, ବିରହ, ଉତ୍‌ଥାନ, ପତନ, ଉତ୍ତରଣର ଚିତ୍ର ପାଠକର ଚିତ୍ତକୁ ଧରିରଖେ। ତାଙ୍କର କବିତା ସାବଲୀଳ ଭାବେ ପାର୍ଥିବରୁ ସ୍ୱର୍ଗୀୟ ଭାବନା ପଥରେ ଗତିଶୀଳ। ଅପାର୍ଥିବର ଅନ୍ୱେଷଣ କବିତାଗୁଡ଼ିକର ଅନ୍ତଃସ୍ୱର। ସରଳ, ସୁନ୍ଦର, ସାବଲୀଳ ପ୍ରକାଶରେ କବିତାଗୁଡ଼ିକ ଭାଷା ଓ ଭୂଗୋଳକୁ ଅତିକ୍ରମ କରିପାରେ। ପ୍ରତ୍ୟେ...
    Disponible

    17,70 €

  • Gotie Janmara Kahani
    Kalpanamayee Dash
    ’ଗୋଟିଏ ଜହ୍ନର କାହାଣୀ’ ହେଉଛି କଳ୍ପନାମୟୀଙ୍କର ପ୍ରଥମ ଗଳ୍ପ ସଂକଳନ। ଏଥିରେ ବାରଟି ଗଳ୍ପ ସ୍ଥାନିତ ହୋଇଛି। ଗଳ୍ପଗୁଡ଼ିକ ପଢ଼ିଲେ ମନେହୁଏ ସବୁ ଯେମିତି ଗାଳ୍ପିକାଙ୍କର ନିଜ ଜୀବନର ଘଟଣା। ସହଜ, ସରଳ ଭାଷାଚାତୁରୀ ଭିତରେ ଚରିତ୍ରମାନେ ଚିତ୍ରପଟ ଭଳି ଉଭା ହୁଅନ୍ତି। ପ୍ରତ୍ୟେକଟି ଗଳ୍ପରେ ଭାରତୀୟ ସଂସ୍କୃତି, ମୂଲ୍ୟବୋଧ, ପରମ୍ପରା ଓ ପାରିବାରିକ ବନ୍ଧନର ପବିତ୍ରତା ଚିତ୍ରିତ। ପ୍ରଥମ ଗଳ୍ପଟି ’ମୁକ୍ତା’ ଯେପରି ମଦମୁକ୍ତ ସମାଜର ଏକ ବୈପ୍ଳବିକ ପଦକ୍ଷେପ। ଶେଷ ଗଳ୍ପଟି ...
    Disponible

    20,37 €