LIBROS DEL AUTOR: abasara beuria

3 resultados para LIBROS DEL AUTOR: abasara beuria

  • Myanmar se Madagascar
    Abasara Beuria / Mihir Patnaik
    This a collection of travel stories by the author while he was posted in different countries of the world during his Indian Foreign Serice career. Originally written in Odia, the book has been translated in Hindi by Mihir Patnaik. ...
    Disponible

    20,24 €

  • Bibidha
    Abasara Beuria
    ଅବସର ବେଉରିଆ ରାଜନୀତି ବିଜ୍ଞାନରେ ଏମ୍].ଏ. ଏବଂ କିଛିଦିନ ଅଧ୍ୟାପନା ପରେ ଜଣେ ବ୍ୟାଙ୍କ ଅଫିସରଭାବେ କାର୍ଯ୍ୟ କରି ବିଦେଶ ସେବାରେ ଯୋଗଦାନ କରିଥିଲେ । କୂଟନୀତିଜ୍ଞ ହିସାବରେ ଭାରତର ବହୁ ଗୁରୁତ୍ୱପୂର୍ଣ୍ଣ ଦୂତାବାସରେ ଦକ୍ଷତାର ସହିତ କାର୍ଯ୍ୟ କରିଥିଲେ ଯଥା ଜାପାନ, ମିଆଁମାର, ରୁଷିଆ, ଆମେରିକା, ଶ୍ରୀଲଙ୍କା, ୟୁନାଇଟେଡ୍ ଆରବ ଏମିରେଟ୍]ସ (ୟୁଏଇ) ଏବଂ ମାଡାଗାସ୍]କର । ଏଥି ସହିତ ସେ ବହୁ ଦ୍ୱିପାକ୍ଷିକ ଏବଂ ବହୁରାଷ୍ଟ୍ରୀୟ ସମ୍ମିଳନୀରେ ଭାରତୀୟ ଦଳରେ ପ୍ରତିନ...
    Disponible

    21,41 €

  • Galpa Nuhe
    Abasara Beuria
    ଉଦ୍ଦେଶ୍ୟହୀନ ଭାବେ ଗପ ଲେଖିବା ଝୁଙ୍କ ପିଲାଦିନୁ ଥିଲା । ସ୍କୁଲ ଜୀବନରେ ପ୍ରଜାତନ୍ତ୍ର ପ୍ରଚାର ସମିତି ଆନୁକୂଲ୍ୟରେ ପ୍ରକାଶିତ ମୀନାବଜାର ଦ୍ୱାରା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ପାଇଥିଲି । ରେଭେନ୍ସା କଲେଜରେ ଛାତ୍ର ଥିଲାବେଳେ କିଛି ଲେଖା ’ରେଭେନ୍ସାଭିଆନ୍‌’ରେ ପ୍ରକାଶିତ ହୋଇଥିଲା ଯାହାର ଅନୁବାଦ ମନୋରଂଜନ ହୋତା କରିଥିଲେ ଓ ସେଗୁଡ଼ିକ ଦୈନିକ ଇଂରାଜୀ ସମ୍ବାଦପତ୍ର ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡରେ ପ୍ରକାଶିତ ହୋଇଥିଲା । ’ଦିଗନ୍ତ’, ’ଆସନ୍ତାକାଲି’, ’ରବିବାର...
    Disponible

    16,57 €