Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ସ୍ବପ୍ନ ଯାହା ଆପଣଙ୍କୁ ଶୋଇବାକୁ ଦିଏ ନାହିଁ।' ଏଗୁଡ଼ିକ କେବଳ ଶବ୍ଦ ନୁହେଁ, ବରଂ ଜଣେ ବ୍ୟକ୍ତିଙ୍କ ଜୀବନ ଅଭିଜ୍ଞତାକୁ ପ୍ରତିଫଳିତ କରେ ଯିଏ ବୈଜ୍ଞାନିକ ଗବେଷଣା ଏବଂ ଅନୁସନ୍ଧାନକୁ ଏକ ନୂତନ ପରିମାଣ ଦେଇଥିଲେ I ସେ କେବେ କହି ନଥିଲେ ଯେ କେବଳ ବିଜ୍ଞାନ ଛାତ୍ରମାନେ ସ୍ବପ୍ନ ଦେଖିବା ଉଚିତ ସ୍ବପ୍ନ ବଡ଼ ହେବା ଉଚିତ, ଏବଂ ସେଗୁଡ଼ିକୁ ପୂରଣ କରିବା ପାଇଁ ଆଗ୍ରହ ଏବଂ ଉତ୍ସାହ ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ରହିବା ଉଚିତ I ଆଗ୍ରହ, ଭାବନା ଏବଂ ଉତ୍ସାହ ହିଁ ଜଣେ ବ୍ୟକ୍ତିକୁ ସବୁଠାରୁ କଷ୍ଟକର କାର୍ଯ୍ୟ ମଧ୍ଯ ପୂରଣ କରିବାକୁ ପ୍ରେରଣା ଦିଏ I ଏହା ବିଜ୍ଞାନ ପୁତ୍ର ଏବଂ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଦ୍ବାରା ଦିଆଯାଇଥିବା ଶିକ୍ଷା ଥିଲା I ଜଣେ ଯୁଗପୁରୁଷ ଭାବେ ସେ ଶତାବ୍ଦୀ ଶତାବ୍ଦୀ ଧରି ଆମ ପିଢ଼ିର ହୃଦୟରେ ଅମର ହୋଇ ରହିବେ