Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
’ଉତ୍କଳ କାହାଣୀ’ରେ ଓଡ଼ିଶାର ପ୍ରାଚୀନ ଇତିହାସ, କିମ୍ବଦନ୍ତୀ, ଓଡ଼ିଶାର ବିଭିନ୍ନ ଅଞ୍ଚଳର ଲୋକମୁଖରେ ପ୍ରଚଳିତ ଢଗ, ଢମାଳି, ପ୍ରବଚନ, ଆପ୍ତବଚନ, ପ୍ରବାଦ, ଉପଦେଶ, ଡାକବଚନ, ପହଳି ଆଦିର ସୁସମନ୍ୱୟ ହୋଇଛି । ଲୋକସାହିତ୍ୟର ସଂରକ୍ଷଣକୁ ଗୁରୁତ୍ୱ ଦେଇ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ସଂଗୃହୀତ ଲୋକକାହାଣୀ ପୁସ୍ତକ ’ଉତ୍କଳ କାହାଣୀ’ (୧ମ /୨ୟ) ଓଡ଼ିଆ ଜାତି ପାଇଁ ମହାନ୍ ସାଧକ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଏକ ଅନବଦ୍ୟ କୃତି ।