Tinoti Upanyasa

Tinoti Upanyasa

Kanhu Charan Mohanty

17,62 €
IVA incluido
Disponible
Editorial:
BLACK EAGLE BOOKS
Año de edición:
2021
Materia
Ficción moderna y contemporánea
ISBN:
9781645601876
17,62 €
IVA incluido
Disponible

Selecciona una librería:

  • Librería Samer Atenea
  • Librería Aciertas (Toledo)
  • Kálamo Books
  • Librería Perelló (Valencia)
  • Librería Elías (Asturias)
  • Donde los libros
  • Librería Kolima (Madrid)
  • Librería Proteo (Málaga)

Excerpt from the preface by Kailash Pattanaik:          ’ପେଚିଟି ଆଜି ରୁଷିଛି’- ଏଇ ବାକ୍ୟରୁ ଆରମ୍ଭ ହୋଇଛି ତମ ଉପନ୍ୟାସ ’ଏପାରି ସେପାରି’ (୧୯୪୬) । ସେଇ ପେଚି ତମର ଏ ଉପନ୍ୟାସର କେନ୍ଦ୍ରୀୟ ଚରିତ୍ର । ଏମିତି ତ କେତେ ଉପନ୍ୟାସ ଲେଖା ହେଇଚି ନାୟିକାଙ୍କୁ ନେଇ । ସମଗ୍ର ଊନବିଂଶ ଶତାବ୍ଦୀର ଧାରାତ ଥିଲା ଏମିତି! ହେଲେ ତମର ପେଚିକୁ ମୁଁ ସ୍ୱତନ୍ତ୍ରଭାବେ ଉଲ୍ଲେଖ କରୁଚି ଏଇଥିଲାଗି ଯେ ତା ପରି ଖଞ୍ଜ, ଦୁଃଖୀ, ଅଭାବୀ, ସ୍ୱାମୀ ପରିତ୍ୟକ୍ତା, ପରିବାରର ବିରାଗଭାଜିତ ସ୍ତ୍ରୀଟିଏକୁ ତମେ କରିଚ ତମର ଏ ଉପନ୍ୟାସର କେନ୍ଦ୍ରବିନ୍ଦୁ ।  ଠିକ୍ ଏମ୍‌ତି ଗୋଟିଏ ସ୍ଥିତି ତମେ ତିଆରି କରିଚ ’ଭୁଲିହୁଏନା’ (୧୯୪୮)ରେ । ରତନୀକୁ ସଜେଇଚ ତମେ ଏକ ଉପନ୍ୟାସର ମଧ୍ୟମଣିକରି । ପେଚିପରି ସେବି କଷଣ ଓ ଯାତନାର ଶିକାର ହୋଇଛି । ସ୍ୱାମୀ ଯୋଗିଆ କାମ ପାଇଟି ଲାଗି ଯାଇଚି ’ରାଙ୍ଗାମ’ । ରହିଚି କେଇଦିନ କି ନାଇଁ ’ବ୍ରହ୍ମଦେଶକୁ ଜାପାନ ଦଖଲ କଲା ।’ ଯୋଗିଆ ଫେରିଲାନି, କିଛି ଖବର ଆସିଲାନି । ରତନୀ ଖୁଡ଼ୀର ନିର୍ଯ୍ୟାତନା ସହିଚାଲିଲା । ଦିନେ ଡାକବଂଗଳାର ଜଣେ ବାବୁଙ୍କ ପାଖରୁ ସେ ହେଇଚି ଗର୍ଭବତୀ । ନିର୍ଯାତିତା କିଶୋରୀଟିଏକୁ ଆହୁରି କଷଣ ଦେବାକୁ ଏମିତି ଖଳବୁଦ୍ଧିବି ରଖିଥିଲ କାହ୍ନୁଚରଣ! ତା’ପରେ ଆଉ ତା’ର ହେଇଥାନ୍ତା କ’ଣ? ଏକମାତ୍ର ଆଶ୍ରୟ ଦାଦାଖୁଡ଼ୀଙ୍କ ଘର ବି ଗଲା । ସେ ହେଲା ବାଟର ଭିକାରୀ, ପାଗଳୀ । ସେଇ ଚରମଦୁଃଖର ଦିନମାନଙ୍କରେ ଆସି ପହଞ୍ଚିଥିଲା ହଠାତ୍ କେଉଁଠୁ ଯୋଗିଆ । ’ଚରିତ୍ରହୀନା’ ରତନୀକୁ ଆଉ ଘରକୁ ନେବ କଣ, ନିଜେ ଦୂରେଇଗଲା ା!            ମାୟାକୁ ସାଧାରଣ ବିଧବାଟିଏରୁ ତମର ଅନନ୍ୟ ବିଜ୍ଞାନୀ-ବିଧବାଟିଏରେ ରୂପାନ୍ତରିତ କରିଦେଇଚ କାହ୍ନୁଚରଣ! ପ୍ରତିଭାବାନ ଲେଖକମାନେ ତ ଏଇମିତି ଭାବେ ସାମାନ୍ୟରେ ରୂପ ଗଢ଼ନ୍ତି ଅସାମାନ୍ୟର!! ନାରୀଟିଏ ତାର ମର୍ଯ୍ୟାଦା ଓ ସମ୍ମାନପ୍ରତି ଯଥେଷ୍ଟ ସ୍ପର୍ଶକାତର । ସେଇତାର ପରିଚୟ । ସେଇ ପରିଚୟର ଜୟଗାନ, ତମ ଉପନ୍ୟାସ ମାନଙ୍କରେ କାହ୍ନୁଚରଣ, ବାରମ୍ବାର ଆସିଚି! ସେଇଥିଲାଗି ତମ ଭିତରର ନାରୀସତ୍ତା ତମ ଲେଖାରେ ଏତେ ଉଜ୍ଜ୍ୱଳ । ସେଇ ସତ୍ତାତ ତମପାଇଁ ଡାକି ଆଣିଚି ଜୟ ଜୟକାର!! 

Artículos relacionados

  • The Only Witness
    Pamela Beason / TBD
    A MISSING BABYSeventeen-year-old Brittany Morgan dashed into the store for just a minute, leaving her sleeping baby in the car. Now Ivy's gone and half the town believes Brittany murdered her daughter.A HAUNTED DETECTIVEDetective Matthew Finn, a big-city fish out of water in small-town Evansburg, Washington, struggles with his wife's betrayal as he investigates Ivy Morg...
    Disponible

    20,64 €

  • The Gender of Inanimate Objects and Other Stories
    Laura Marello
    In the phosphorescent title novella of Laura Marello's collection, an enigmatic drifter pursues her circuitous path through the intricate cultural terrain of Sweetwater County, California, a patchwork of communities where "everyone speaks the wrong language." Through subtle, disciplined prose inflected with the deep colors and clear lines of ancient Mykonos and the northern...
    Disponible

    15,29 €

  • What's the Word?
    Lawrence Gordon
    This is a work of non-fiction. The events penned herein reflect real life situations; great times and terrible times; which my family, my friends, and I endured.      This work will reflect the spiritual aspects of my family. I was born and raised in our family church. The name of the church was God’s Universal House of Prayer and my Uncle, James Henderson was the Pastor until...
    Disponible

    7,19 €

  • Meritocrats
    Stuart Evans
    Stuart Evans’s first novel is a comedy-of-ill-manners set in a nouveau riche milieu: a fantastic satirical performance and hyper-referential homage to masters past and present. Paul Keller is the Stephen Dedalus of the piece, the son of Robert and Sylvie, whose internal monologue is spliced into the action, and whose incestuous feelings for his sister lead to an increase in his...
    Disponible

    19,71 €

  • Jack the Lad
    Frank English
    A tale based loosely in reality, this story traces the fortunes of the Ingles family in the West Riding coal fields around Wakefield. Theirs is a saga that could be replicated time after time in an area where scratching a living wasn't easy, and where coal, drink, and occasional infidelity played integral parts in the life of the community. Their story starts in the mid-194...
    Disponible

    13,53 €

  • The Empty Chair
    Penny Goetjen
    o A steamy Caribbean islando A missing female photographero A daughter’s relentless search and her entanglement in the island’s twisted subculture Don’t expect an umbrella in your drink when you escape to the Virgin Islands in this heart-pounding suspense novel as young Olivia Benning desperately searches for her photographer mother who has gone missing during a covert assignme...
    Disponible

    12,62 €

Otros libros del autor

  • Baliraja
    Kanhu Charan Mohanty
    କାହ୍ନୁଚରଣ ମହାନ୍ତି (୧୯୦୬-୯୪): ଆଧୁନିକ ଓଡ଼ିଆ ଉପନ୍ୟାସ ସାହିତ୍ୟରେ କଥା ସମ୍ରାଟ ଫକୀରମୋହନଙ୍କ ସୁଯୋଗ୍ୟ ଦାୟାଦ ଭାବରେ କାହ୍ନୁଚରଣ ମହାନ୍ତି ଜଣେ କାଳଜୟୀ ଯଶସ୍ୱୀ କଥାକାର । ଅର୍ଦ୍ଧଶତରୁ ଊର୍ଦ୍ଧ୍ୱ ଉପନ୍ୟାସର ରଚୟିତା ଭାବରେ ସେ ଓଡ଼ିଆ ପାଠକମାନଙ୍କ ହୃଦୟରେ ସ୍ୱତନ୍ତ୍ର ପରିଚିତି ଲାଭ କରିଛନ୍ତି । ୧୯୦୬ ମସିହା ଅଗଷ୍ଟ ୧୧ ତାରିଖରେ ପିତା ସୂର୍ଯ୍ୟମଣି ମହାନ୍ତି ଏବଂ ମାତା ଦୁର୍ଗାଦେବୀଙ୍କ କୋଳମଣ୍ଡନ କରି ସେ କଟକ ଜିଲ୍ଲାର ନାଗବାଲି ଅଞ୍ଚଳରେ ଜନ୍ମଗ୍ରହଣ କରି...
    Disponible

    23,77 €

  • KAA
    Kanhu Charan Mohanty
    KAA (Impersonation, 1956) is the literary masterpiece of the celebrated Odia novelist Kanhu Charan Mohanty. The novel deals with the subject of female infertility and maternal death. This book was received Sahitya Akademi award in 1958. Directed by Siddhartha, which is a pseudonym for Gour Prasad Ghose, Parbati Ghose, & Ram Chandra Thakur it was made into a popular feature film...
    Disponible

    21,20 €