Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
’ଗୋଟିଏ ଜହ୍ନରାତିର କାହାଣୀ’ ଓ ’ନିଷିଦ୍ଧ’ ପରେ ଏହି ତୃତୀୟ ଗଳ୍ପ ସଂକଳନ ’ତିନି ଝିଅଙ୍କ କାହାଣୀ’ ତାଙ୍କ ସୃଜନଯାତ୍ରାର ଆଉ ଏକ ଉଲ୍ଲେଖନୀୟ ପଦକ୍ଷେପ । ଏହି ସଂକଳନ ଲେଖିକାଙ୍କ ଅନୁଭବର ପରିଧିକୁ ଆହୁରି ବିସ୍ତାର କରିବା ସହ ପାଠକଙ୍କୁ ନିଜ ଗଳ୍ପ ଜଗତର ଆଉ କିଛି ନୂଆ ଦିଗ ସହ ପରିଚିତ କରାଇବ ତଥା ଦୀର୍ଘକାଳ ଧରି ନିଜର ଏକ ଆତ୍ମୀୟ ସ୍ଥାନ ସୃଷ୍ଟି କରିବ ।