Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
'ନୟନର ନିଭୃତ କୋଣରୁ ଓଷ୍ଠ ଏବଂ ଓଷ୍ଠରୁ ମନ ପର୍ଯ୍ୟନ୍ତ ଏହି ଭାବନାର ଯାତ୍ରାରେ ରହିଥାଏ ''ଠୋପାଏ ଆବେଗ'' । ଏହି ଠୋପାଏ ଆବେଗର ସମାହାର ରେ ସୃଷ୍ଟି ହୋଇଛି ନୂତନ ସମ୍ଭାବନାର ଗଳ୍ପ ଗୁଚ୍ଛ । ଆଧୁନିକ ଜୀବନ, ବିଷାଦ ଓ ମାନସିକ ଚାପର ଅପୂର୍ବ ସଙ୍ଗମରେ ଗଳ୍ପ ଗୁଡ଼ିକର ଚରିତ୍ର ଜୀବନ୍ୟାସ ପାଇଛନ୍ତି । ଏହି ଚରିତ୍ର ମାନେ ପାଠକ ପାଠିକାଙ୍କୁ ଜୀବନ ସଂଗ୍ରାମ ଓ ସମସ୍ୟାର ନୂତନ ସମାଧାନ ଭେଟିଦେବେ ବୋଲି ଆଶା ଓ ବିଶ୍ୱାସ । ସାଧାରଣତଃ ବିଷାଦ ରୂପକ ରାକ୍ଷସର ଶୀକାର ହେବା କିମ୍ବା ସେ ରକ୍ଷସକୁ ସମ୍ପୂର୍ଣ୍ଣ ବିନାଶ କରିବା ଏ ସବୁ ଆମର ମାନସିକ ସ୍ଥିତି ଉପରେ ହିଁ ନିର୍ଭର କରେ । ଯାହା ଏହି ପୁସ୍ତକର କାହାଣୀ ଗୁଡ଼ିକରେ ବିସ୍ତୃତ ଭାବରେ ବର୍ଣ୍ଣିତ ହୋଇଛି ।'