Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ଏହି ନୂଆ ସମାଲୋଚନା ଗ୍ରନ୍ଥଟି, ଯାହାର ଶୀର୍ଷକ ରହିଛି 'ସୂକ୍ଷ୍ମସମୀକ୍ଷା ପରିପ୍ରେକ୍ଷୀରେ ଓଡ଼ିଆ ସାହିତ୍ୟ'; ଯେଉଁଥିରେ ଇକୋକ୍ରିଟିସିଜମ୍ଠାରୁ ଆରମ୍ଭ କରି ୟୁଟୋପିଆବାଦ, ଡେଷ୍ଟୋପିଆବାଦ, ଫୁକୋଙ୍କ କ୍ଷମତା ସଂରଚନା, ସୂଚନାମୂଳକ ଶବ୍ଦ, ଗ୍ରାଫିକ୍ କଥାରଚନା, ଶୈଳୀ ଓ ଶୈଳୀବୈଜ୍ଞାନିକ ଅଧ୍ୟୟନ, ଅନ୍ତର୍ବିଦ୍ୟାମୂଳକ ଅଧ୍ୟୟନ, ରୂପାନ୍ତର ତତ୍ତ୍ୱ, ଭାରତୀୟ ଅଧ୍ୟାତ୍ମବାଦୀ ଜ୍ଞାନପରମ୍ପରା ଏବଂ ଉତ୍ତରସଂରଚନାବାଦୀ ଅସ୍ଥିର ଶବ୍ଦାର୍ଥ ଓ ଅନିଶ୍ଚୟ ଅବବୋଧ ପ୍ରଭୃତି ପ୍ରବନ୍ଧ ସ୍ଥାନିତ ହୋଇଛି, ଆଗାମୀ ଦିନରେ ଏହି ଗ୍ରନ୍ଥଟି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବ ଓ ଆଦୃତି ଲଭିବ ବୋଲି ମୋର ବିଶ୍ୱାସ।