Yarlagadda Lakshmi Prasad / Kanak Manjari Sahoo
Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
’ସତ୍ୟଭାମା’ ହେଉଛନ୍ତି ଶ୍ରୀକୃଷ୍ଣଙ୍କର ଅଷ୍ଟମ ପାଟରାଣୀ । ପୁରାଣ ବର୍ଣ୍ଣିତ ସତ୍ୟଭାମାଙ୍କ ଜୀବନୀକୁ ନେଇ ଉପନ୍ୟାସଟିକୁ ପ୍ରସ୍ତୁତ କରିଛନ୍ତି ପ୍ରଫେସର ଲକ୍ଷ୍ମୀ ପ୍ରସାଦ । ସତ୍ୟଭାମା ଥିଲେ ଜଣେ ବୀରା ନାରୀ । ତାଙ୍କର ପରାକ୍ରମ ଏବଂ ଶ୍ରୀକୃଷ୍ଣଙ୍କ ସହିତ ପ୍ରେମ, ପ୍ରଣୟ ଏହି ଉପନ୍ୟାସର ବିଷୟବସ୍ତୁ ।