Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
'ସଂଘର୍ଷର ସ୍ୱର' କେବଳ ଏକ ଉପନ୍ୟାସ ନୁହେଁ; ଏହା ମୋ ଜୀବନର ନୀରବ କାନ୍ଦଣାର ପ୍ରତିଧ୍ୱନି, ମୋ ପରିବାରର ତ୍ୟାଗର ଇତିହାସ, ଏବଂ ପିଢ଼ି ପରେ ପିଢ଼ି ବହିଆସୁଥିବା ସଂସ୍କାରର ଜ୍ୟୋତିର୍ମୟ ଆଖ୍ୟାନ। ଏହି ପୁସ୍ତକର ପ୍ରତ୍ୟେକ ପୃଷ୍ଠାରେ ଲେଖାଯାଇଛି ଲୁହର ଅକ୍ଷର, ଝାଳର ସୁଗନ୍ଧ, ଆଶାର ଆଲୋକ ଏବଂ ଅଦମ୍ୟ ସଂଘର୍ଷର ଅମର ସ୍ୱର।ସଂଘର୍ଷର ସ୍ୱର କେବେ ନୀରବ ହୁଏନାହିଁ। ସେ ପିଢ଼ିରୁ ପିଢ଼ିକୁ ପ୍ରେରଣା ହୋଇ ବଞ୍ଚି ରହେ। ସେହି ସ୍ୱର ହିଁ ମଣିଷକୁ ଭାଙ୍ଗି ପଡ଼ିବାକୁ ଦିଏନାହିଁ। ସେହି ସ୍ୱର ହିଁ ଶେଷରେ ଜୀବନକୁ ବିଜୟର ଆଲୋକରେ ଆଲୋକିତ କରେ।---- ସନ୍ଦୀପ କୁମାର ମହାପାତ୍ର