Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
'କ୍ଷଣିକ ସୁଖ କିମ୍ବା ସ୍ୱାର୍ଥ ପାଇଁ ଆମେ ନିଜକୁ ନିଜ ଭିତରେ ବ୍ୟସ୍ତ ରଖି ସମ୍ପର୍କକୁ ଆମ ଜାଣତ ଵା ଅଜାଣତରେରେ ହତାଦର କରୁ। ଯେତେବେଳେ ଜୀବନର ସାମାନ୍ୟ ଆଘାତରେ ହାରିଯାଇ ସମ୍ପର୍କର ସ୍ପର୍ଶ ଖୋଜୁ, ସେତେବେଳେ ସେହି ସମ୍ପର୍କ ବହୁତ ଦୂରକୁ ଚାଲି ଯାଇଥାଏ । ସେହି ସମ୍ପର୍କକୁ ଆଉ ଥରେ ଖୋଜୁ ହେଲେ ପାଇ ନଥାଉ । ସେହି ସମ୍ପର୍କକୁ ଆଉଥରେ ସାଉଟିବାର ଆଶା ନେଇ ଆମେ ପୁଣି ଜୋଡିଵାକୁ ଚାହୁଁଛୁ ଆପଣ ମାନଙ୍କ ସହିତ ଆମ ''ସମ୍ପର୍କ ହୃଦୟର'' ପୁସ୍ତକରେ।'