Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ଗାଳ୍ପିକ ରଜନୀକାନ୍ତ ମହାନ୍ତିଙ୍କ ଗଳ୍ପ ଜଗତକୁ ନେଇ ଏହି 'ରଜନୀକାନ୍ତ ଗଳ୍ପମାନସ: ବୀକ୍ଷା ଓ ବିମର୍ଶ' ସମୀକ୍ଷା ଗ୍ରନ୍ଥରେ ଶାନ୍ତନୁଙ୍କ ଗବେଷଣାତ୍ମକ ଅନ୍ତର୍ଦୃଷ୍ଟି ପ୍ରକାଶିତ । ଭାବବସ୍ତୁଭିତ୍ତିକ ଓ ଶୈଳୀତାତ୍ତ୍ୱିକ ଦୃଷ୍ଟିରୁ ପର୍ଯ୍ୟାଲୋଚିତ ଏହି ଗବେଷଣାତ୍ମକ ପୁସ୍ତକ ପାଠକ ତଥା ଗବେଷକମାନଙ୍କ ପ୍ରିୟଭାଜନ ହୋଇପାରିବ ନିଶ୍ଚୟ ।