JHARANA PRADHAN NIRUPAMA MISHRA
Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ମଣିଷ ଜୀବନରେ ନୀତିଦିନ ଅନେକ ଘଟଣା ଘଟି ଯାଇଥାଏ। କିଛି ଘଟଣା ସୁଖର ଆଭାଷ କରାଏ ତ କିଛି ଦୁଃଖର। କିଛି ଆମେ ଭୁଲି ଯାଉ ତ କିଛି ମନର ପେଡିରେ ସାଇତି ରଖିଦେଉ। ଜୀବନର ଏହିପରି ସମସ୍ତ ଅନୁଭୂତି କୁ ମନରେ ବାନ୍ଧି ଆଗେଇ ଚାଲିବାର ପ୍ରୟାସ ହିଁ ହେଉଛି 'ପ୍ରୟାସ ର ପଥେ'।