Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
’ପ୍ରାଚୀନ କାବ୍ୟ ବିତାନ’ ପ୍ରାଚୀନ କାବ୍ୟ-କବିତାଗୁଡ଼ିକୁ ନେଇ ଏକ ଉଚ୍ଚକୋଟୀର କାବ୍ୟ ସଂକଳନ । ଏଥିରେ ପ୍ରାକ୍ ସାରଳା, ସାରଳା, ପଞ୍ଚସଖା ତଥା ମଧ୍ୟଯୁଗର ବିଶିଷ୍ଟ କାବ୍ୟ-କବିତା ସଂଗୃହିତ ହୋଇଛି । ପ୍ରାଚୀନ ଓଡ଼ିଆ ଭାଷା-ସାହିତ୍ୟର ଦୁର୍ଲ୍ଲଭ କାବ୍ୟ-କବିତାଗୁଡ଼ିକୁ ଗୋଟିଏ ସଂକଳନୀ ଭିତରେ ଖୋଜି ପାଇବାର ଏହା ଏକ ଅଭିନବ ପ୍ରୟାସ । ଆଶା କରୁଛୁ, ସଂକଳନସ୍ଥ କାବ୍ୟ-କବିତା ଗୁଡ଼ିକ ଖୁବ୍ ସହଜରେ ପାଠକୀୟ ଆଦୃତିଲାଭ କରିପାରିବ ।