Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
କଥାକାର ଜ୍ଞାନରଞ୍ଜନ ନାୟକଙ୍କ ଗଳ୍ପ ତଥା ଉପନ୍ୟାସରେ ଓଡ଼ିଶାର ଗ୍ରାମ୍ୟଜୀବନୀ ଏବଂ ଗ୍ରାମ୍ୟ ସଂସ୍କୃତି ଯେପରି ପରିବେଶିତ ହୋଇଥାଏ, ତାହା ତାଙ୍କୁ ସ୍ୱତଃ ଚଳିତ ସମୟର ଏକ ଭିନ୍ନ ଏବଂ ଜଣେ ବଳିଷ୍ଠ ଲେଖକର ପରିଚୟ ଦେଇଥାଏ । ’ଓଁ ଶ୍ରୀ ଶ୍ରୀ ପ୍ରଜାପତୟେ ନମଃ’ ଗ୍ରାମ୍ୟ ଚଳଣି ଏବଂ ସଂସ୍କୃତି ଉପରେ ଆଧାରିତ ସେମିତି ଏକ ପ୍ରତିନିଧି ସ୍ଥାନୀୟ ଉପନ୍ୟାସ ।