Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ନୀଲା ଏକ ଛୋଟ ’ ଗାଁରେ ଜନ୍ମିତ ଜଣେ ଗରିବ ଝି ଝିଅ ମାଲା ଚେନ୍ନାଇର ଜଣେ ପ୍ରସିଦ୍ଧ ନାଟ୍ୟଶିଳ୍ପୀଙ୍କ ଝିଅ I ସେମାନେ ଦୁହେଁ । ପରସ୍ପରର ଘନିଷ୍ଠ ବନ୍ଧୁ ହୋଇଯାଆନ୍ତି I ସେମାନଙ୍କର ସ୍ନେହରୁ ଅନେକ ଭଲ ପରିଣାମ ମିଳିଥାଏ ଏବଂ ସେମାନଙ୍କ ବନ୍ଧୁତା ଯୋଗୁଁ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଘଟେ ।ଶିଶୁ କବି ’ଅଝା ଭଲ୍ଲିୟସା’ଙ୍କ ଦ୍ବାରା ରଚିତ ଏହି ଶିଶୁ ଉପନ୍ୟାସଟି ମଧ୍ଯ ’ମଣି-କୁ-ମଣି’ ପରି ଅତ୍ୟନ୍ତ ରୋଚକ, ରସପୂର୍ଣ୍ଣ ଏବଂ ପଢ଼ିବା ପାଇଁ ଆନନ୍ଦଦାୟକ ।