Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
'ପ୍ରେମ ଏକ କ୍ଷୁଦ୍ର ଶବ୍ଦ ହେଲେ ମଧ୍ୟ ତା’ର ଅର୍ଥ ଅନେକ। ପ୍ରେମ ସର୍ବଦା ଶାଶ୍ୱତ, ଚିରନ୍ତନ ଓ ବାସ୍ତବ।ସେହି ପ୍ରେମ ଓ ରହସ୍ୟର ବୌଦ୍ଧିକ ରୂପ ହେଉଛି ''ମାୟା''।''ମାୟା''ର ପ୍ରତ୍ୟେକ ପୃଷ୍ଠାରେ ଦର୍ଶାଯାଇଛି, ପ୍ରେମରେ ଥାଏ ତ୍ୟାଗ, ଖୁସି ଓ ସମର୍ପଣ। କିନ୍ତୁ ପ୍ରକୃତ ପ୍ରେମକୁ ପ୍ରାପ୍ତ କରିବାକୁ ହେଲେ ସହିବାକୁ ପଡିଥାଏ ଅନେକ କଷ୍ଟ ଓ ଯନ୍ତ୍ରଣା। ଅନ୍ୟର ଷଡଯନ୍ତ୍ର ସ୍ୱରୂପ ରହସ୍ୟମୟ ଇନ୍ଦ୍ରଜାଲରେ ଛନ୍ଦିହୋଇ ନିଜ ପ୍ରେମ ଠାରୁ ବିଚ୍ଛେଦ ହେବାକୁ ପଡିଥାଏ। କିନ୍ତୁ ସେହି ଇନ୍ଦ୍ରଜାଲକୁ ଛିନ୍ନ କରି ପୁନଃ ନିଜ ପ୍ରେମ ପ୍ରାପ୍ତ କରିବାକୁ ପ୍ରକୃତ ପ୍ରେମ କୁହାଯାଏ। ଆଶାକରେ ''ମାୟା'' ସମସ୍ତ ପାଠକଙ୍କୁ ଆନନ୍ଦ ତଥା ପ୍ରେମର ଏକ ନୂତନ ବାର୍ତ୍ତା ପ୍ରଦାନ କରିବାରେ ସାହାଯ୍ୟ କରିବ।'