Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
’ହୃଦାନନ୍ଦ ପାଣିଗ୍ରାହୀଙ୍କ କବିତାରେ କୃଷି ଓ କୃଷକ ସମ୍ପୃକ୍ତି’ ପୁସ୍ତକଟି ସମାଜର ଏକ ମୁଖ୍ୟ ସମସ୍ୟାକୁ ଗ୍ରହଣ କରିଅଛି, ଯାହା ଚିରାଚରିତ । କୃଷି ଓ କୃଷକର ଅବସ୍ଥା, ସମସ୍ୟା ଓ ସମାଧାନକୁ ଲକ୍ଷ୍ୟକରି ଏ ପୁସ୍ତକଟି ଛାତ୍ର-ଛାତ୍ରୀ, ପାଠକ-ପାଠିକା ଓ ସମାଜବାସୀଙ୍କ ନିମନ୍ତେ ଏକ ନୂତନ ଦିଗ ଓ ଦୃଷ୍ଟି ନିର୍ଣ୍ଣୟ କରିବ ବୋଲି ଆଶା ଓ ବିଶ୍ୱାସ ।