Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
' କରୋନା କାଳ' ବହିଟି ଡ: ସୁମିତ୍ରା ମିଶ୍ରକଂର ପ୍ରଥମ ଏକାଙ୍କିକା ସଂକଳନ ।ଏଥିରେ ସନ୍ନିବେଶିତ ମାତ୍ର ଚାରି ଟି ଏକାଙ୍କିକା।ସବୁଗୁଡିକ କରୋନା ସମୟର ବିଭିନ୍ନ ପରିସ୍ଥିତିର ବାସ୍ତବ ଚିତ୍ର ବହନ କରେ!!କରୋନା ମହାମାରୀ କାଳରେ ବୟସ, ଜାତି, ଧର୍ମ, ବର୍ଣ୍ଣ ଅବଶେଷ ରେ ସମସ୍ତେ ରୋଗ ଓ ମୃତ୍ୟୁକୁ ବିଭିନ୍ନ ରୂପରେ ସାମ୍ନା କରିଛନ୍ତି। ଏହି ପୀଡ଼ା ଲେଖିକା ବିଭିନ୍ନ ଘଟଣା ଓ ଚରିତ୍ର ମାଧ୍ୟମରେ ପ୍ରକାଶ କରିଛନ୍ତି ଏହି ନାଟକଗୁଡ଼ିକ ରେ! କରୋନା ଉପରେ ଲେଖିକାଙ୍କ ର ଦୁଇଟି ଗଳ୍ପ ' କରୋନା କବଳେ' ଓ ' କରୋନା କାଳୀକା', ଗୋଟିଏ କବିତା ବହି ' କରୋନା କଷଣ' ପ୍ରକାଶିତ ହୋଇ ସାରିଛି।