Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ପ୍ରତୀକ୍ଷାର ଶେଷଦାଢ଼ରୁମେଘପକ୍ଷୀ ବଜେଇପାରେପ୍ରାପ୍ତିର ମୃଦଙ୍ଗ,ତା’ଓଠର ଅତି ନିକଟରେବିନ୍ଦୁବିନ୍ଦୁ ଜଳର ସୁଦୃଶ୍ୟଆକର୍ଷଣ ଥିଲେ ବିସେ’ଶୋଷି ପାରେନିଶୋଷର ଢ଼ଳଢ଼ଳ ଶୋଷ କିନିରୋଧି ପାରେନିବେଗର ଆବେଗ ।ଅନୁଗ୍ରହର ଗର୍ଭରେ ସେ’ଏକଦିନବାହୁଡ଼ା ଗୀତରନିଶବ୍ଦ ଭିକ୍ଷାପାତ୍ର,କୋଷ ହୀନ କୋଷିକାରନିସ୍ପନ୍ଦ ଆବେଦନ,ଦାହ ସରିଥିବା ଦେହରପାଂଶୁଳ ଚିତ୍କାର ।ସେ’ କହେପ୍ରତ୍ୟେକ ନାରୀ କ’ଣମୋ’ପରି ଚିତ୍ରିତଚିତ୍ରରୂପା ନୁହଁ...?