Librería Desdémona
Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
’ଭକ୍ତ ସାଲବେଗଙ୍କ ଭଜନ ପରିକ୍ରମା’ ପୁସ୍ତକଟି ଏକ ଉଚ୍ଚକୋଟୀର ସଂକଳନ । ଏଥିରେ ଭାବପୂର୍ଣ୍ଣ ବିଷୟ, ଭକ୍ତକବି ସାଲବେଗଙ୍କ ଜୀବନୀ ଏବଂ ତାଙ୍କ ଭଜନାବଳୀର କଳାତ୍ମକ ପରିପ୍ରକାଶ ଜିଜ୍ଞାସୁ ପାଠକମାନଙ୍କ ମହଲରେ ଲାଭ କରିବ ବୋଲି ବିଶ୍ୱାସ । ଆଶା କରୁ, ଏ ପୁସ୍ତକଟି ସମସ୍ତ ସୁଧୀବର୍ଗଙ୍କୁ ଶ୍ରୀଜଗନ୍ନାଥୀୟ ଭକ୍ତିରସରେ ଆପ୍ଳୁତ କରିବ ।