Librería Samer Atenea
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ଶୁଭଶ୍ରୀଙ୍କ ଗପଗୁଡ଼ିକ ପଢିବାବେଳେ ମନେହୁଏ ସତେ ଯେମିତି ସତରେ ଏମିତି ଘଟିଛି ବା ଘଟିବା ସମ୍ଭବ ! ପାଠକଠୁ କୌଣସି କଥାକାର ଏତିକି ବିଶ୍ୱାସ ଜିତିନେବାପରେ ଗପ ଏକା ନିଶ୍ୱାସକେ ପଢ଼ି ହୋଇଯାଏ l-ଆଶିଷ ଗଡ଼ନାୟକଆର୍ଦ୍ରା, ଚନ୍ଦ୍ରମଣ୍ଡଳର କେଉଁ କୋଣରେ ଫୁଟିଉଠୁଥିବା ନକ୍ଷତ୍ରଟିଏ ହୋଇପାରେ କିମ୍ଵା ହୋଇପାରେ ଦ୍ରୁମଟିଏ ଦିନେ ଯେଉଁଠୁ ଅଙ୍କୁରୋଦଗମ ହୋଇଥିଲା ସେଇ ଭିଜା ମାଟି ମୁଠାଏ । ତେବେ, ସାରସ୍ଵତ ଆକାଶକୁ ଉଜ୍ଜ୍ଵଳିତ ଓ ସୃଜନୀ ମାଟିକୁ ପରିବ୍ୟାପ୍ତ ହେବାର ଏହା ଏକ ଆତ୍ମବିଶ୍ଵାସର ନାଁ।-ଚିତ୍ତରଞ୍ଜନ ଚିରଞ୍ଜିତ