Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ଡକ୍ଟର ହିମାଦ୍ରୀ ତନୟା ମିଶ୍ରଙ୍କ ରଚିତ ପ୍ରଥମ ପୁସ୍ତକ ’ଅନ୍ତରଙ୍ଗ ଆଲୋଚନାର ଉଚ୍ଛ୍ୱାସ’ ଏକ ଶିକ୍ଷଣୀୟ ପ୍ରବନ୍ଧ ଗୁଚ୍ଛ l ଏହି ପୁସ୍ତକଟି ସମସ୍ତ ସାହିତ୍ୟାନୁରାଗୀ ବିଦଗ୍ଧ ପାଠକମାନଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ଆମେ ଆଶା କରୁଅଛୁ l