Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ଆଧୁନିକ ଯୁଗରେ ନାରୀର ସଂଜ୍ଞା ପ୍ରଦାନ କରିବାକୁ ଯାଇ ଇଂରାଜୀ କଥାକାର ମାନେ ମତ ପ୍ରଦାନ କରିଛନ୍ତି ଯେ ' Girls is not a tension but she is equal to ten-sons.'। ଏହାକୁ ପ୍ରମାଣିତ କରିବାକୁ ଯାଇ ସାରସ୍ଵତ ସାଧକ ଏବଂ ସାଧିକା ମାନେ ନାରୀ ଏବଂ ସମାଜକୁ ଆଖି ଆଗରେ ରଖି ଗଳ୍ପ, ପ୍ରବନ୍ଧ ଇତ୍ୟାଦି ରଚନା କରି ’ଆଦର୍ଶୀନି’ (ନୂତନ ସୃଷ୍ଟିର ସମ୍ଭାର) ସଙ୍କଳନ ପୁସ୍ତକଟିରେ ନିଜ ନିଜର ପ୍ରଗାଢ଼ ପାଣ୍ଡିତ୍ୟର ଉଲ୍ଲେଖ କରିଛନ୍ତି।