Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
About the Book: 'ଅର୍ଘ୍ୟଥାଳି' ବୁନୀ ତ୍ରିପାଠୀଙ୍କର ଦ୍ୱିତୀୟ ଗଳ୍ପ ସଂକଳନ। ଏହି ଗଳ୍ପ ସଙ୍କଳନରେ ତାଙ୍କ ଜୀବନର ଅନେକ ଅନୁଭବ ବିଭିନ୍ନ ଚରିତ୍ର ମାନଙ୍କ ମାଧ୍ୟମରେ ରୂପ ଲାଭ କରିଛି । ସମାଜର ନିତିଦିନିଆ ଜୀବନରେ ଘଟି ଯାଉଥିବା ଆଖପାଖର ଘଟଣାକୁ ନୂଆ ରୂପରେ ସେ ପାଠକ ମାନଙ୍କ ନିକଟରେ ପରସିଦେଇଛନ୍ତି ।