Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ଆରେ ବୋକି, ଯଦି ପ୍ରେମରେ ତପସ୍ୟା ନଥାଏ ତେବେ ତା ପବିତ୍ରତାକୁ ଅନୁଭବ କରିପାରିବା କେମିତି ?-ପ୍ରେମ ହିଁ ପବିତ୍ର, ତାକୁ ପରଖିବାକୁ କଣ ତପସ୍ୟା ଦରକାର !କାହାଣୀର ନାୟକ ଓ ନାୟିକା ଦୁହେଁ ପରସ୍ପରକୁ ନିବିତାର ସହ ପରସ୍ପରକୁ ଭଲ ପାନ୍ତି । କିଛି କାରଣ ବଶତଃ ଦୁହେଁ ଅଲଗା ହୋଈ ଦୁହିଁଙ୍କ ପାଇଁ କେବଳ ତପସ୍ୟା କରିଛନ୍ତି | ପୂର୍ଣ୍ଣ ମିଳନ ସମୟରେ ପୁଣି ଥରେ କିଛି ସର୍ଭକୁ ନେଇ ରାସ୍ତା ଅଲଗା ହୋଇଛଯାଇଛି | କିନ୍ତୁ ପରିଶେଷରେ ଦୁହେଁ ଦୁହିଁଙ୍କ ଅପେକ୍ଷାରେ..The Open Minded ପେଜ ଏବଂ ପେଜ ର କ୍ରିଏଟର ସୁମୀତ ଭୂୟାଁ କୁ ବହୁତ ବହୁତ ଧନ୍ଯବାଦ, ଯିଏ ସବୁେବେଳେ ମୋତେ ସାହାୟ୍ଯ କରିଛନ୍ତି।Please support