Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
About The Book : ଏକବିଂଶ ଶତାବ୍ଦୀର ଆଧୁନିକ ସମାଜର ଚାଲିଚଳନ, ବିଶେଷ କରି ପ୍ରତ୍ଯେକ ଜୀବନର ଅନ୍ତର୍ଶବ୍ଦଗୁଞ୍ଜନକୁ (ଯନ୍ତ୍ରଣା, କ୍ରୋଧ, କ୍ଷମା, ପ୍ରେମ, ସ୍ନେହ, ଆବେଗ, ସଂସ୍କାର, ପନ୍ଥା) ଅନୁଭବର ଆଞ୍ଜୁଳାରେ କାବିତାଶ୍ରୀର ରୂପ ଦେଇ 'ମୁଁ ଅନୁଭବୀ' ପୁସ୍ତକକୁ ରୂପାନ୍ତରିତ କରିଛନ୍ତି । ନିଶ୍ଚିତରୂପରେ ବିବିଧ କବିତା ବର୍ତ୍ତମାନ ସମାଜର ପାଠକପାଠିକାମାନଙ୍କ ମଧ୍ୟରେ ସ୍ଵ ଅନୁଭବକୁ ତୁଳନା କରିବା ସହ ଏହି କବିତା ଗୁଡ଼ିକୁ ପଢିବା ପାଇଁ ଆଗ୍ରହ ସୃଷ୍ଟି କରାଇବ । ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।