LIBROS DEL AUTOR: umakanta mohapatra

4 resultados para LIBROS DEL AUTOR: umakanta mohapatra

umakanta mohapatra Eliminar filtro Quitar filtros
  • Ghalib
    Umakanta Mohapatra
    ଏହି ଅନୁବାଦର ଉଦ୍ଦେଶ୍ୟ ଗାଲିବ୍‌ଙ୍କ କାବ୍ୟକୃତିର ଏକ ପ୍ରାମାଣିକ ଚିତ୍ର ପ୍ରସ୍ତୁତ କରିବା ନୁହେଁ। ତାହା ମୋହର କ୍ଷମତାର ବାହାରେ। ଏହାର ଉଦ୍ଦେଶ୍ୟ ଅତି ସୀମିତ। ଏଥିରେ ଗାଲିବ୍‌ଙ୍କ ସାଥୀରେ ଓଡ଼ିଆ ପାଠକଙ୍କର ପରିଚୟ କରାଇଦେବା ହିଁ ଉଦ୍ଦେଶ୍ୟ। ଏଥିରେ ମାତ୍ର ବାର ଗୋଟି ଗଜଲ୍ ଓ ପଚାଶ ଖଣ୍ଡେ ଶେର୍ ବା ଦ୍ୱିପଦୀ କବିତାର ଅନୁବାଦ ଦିଆଯାଇଛି। ମୂଳ ଉର୍ଦ୍ଦୁ ମଧ୍ୟ ଓଡ଼ିଆ ଅକ୍ଷରରେ ଦିଆଯାଇଛି, ଯାହାଦ୍ୱାରା କି ପାଠକ ମୂଳକାବ୍ୟର ସ୍ୱାଦ ପାଇପାରିବ। ତାହା ପାଇବାକୁ ମ...
    Disponible

    17,48 €

  • Satyakama
    Umakanta Mohapatra
    ଏହା ଭାରତର ଜଣେ ପ୍ରଧାନ ଦାର୍ଶନିକ ଓ ତାଙ୍କ ଉତ୍ତରସାଧକଙ୍କ ଜୀବନ ଉପରେ ଆଧାରିତ ଏକ ଉପନ୍ୟାସ। ଏଣୁ ଅନେକ ଦାର୍ଶନିକ ବିଷୟର ଆଲୋଚନା ଅବଶ୍ୟମ୍ଭାବୀ ହୋଇପଡ଼ିଛି। ଅବଶ୍ୟ ମୋ ପକ୍ଷରେ ଏହା ଅନଧିକାର ଚର୍ଚ୍ଚା ହେଲେ ମଧ୍ୟ ସେଥିରୁ ମୁକୁଳି ଯିବାର ଉପାୟ ନାହିଁ। ଏସବୁ ବିଷୟ ନାନାଦି ପୁସ୍ତକରୁ ସଂଗୃହୀତ। ଅସୁରମାନଙ୍କର ଦର୍ଶନ ବିଷୟରେ ଅନେକ କିଛି ତଥ୍ୟ ତ ଉପନିଷଦମାନଙ୍କରୁ ମିଳେ। ଜରାଥୁଷ୍ଟ୍ରମତ ବା ତଙଜଇଝଞଜଓଇଘଓଝଗ ପାରସ୍ୟରେ ମୁସଲମାନ ଆକ୍ରମଣ ଯୋଗୁଁ ଲୋପ ପାଇଲା ପ...
    Disponible

    20,31 €

  • Bheema Ubacha
    Umakanta Mohapatra
    ଏଠି ଗୋଟିଏ କଥା ସ୍ପଷ୍ଟ କରି ଦେବାକୁ ଚାହେଁ। ଏହା ମହାଭାରତର ସଂକ୍ଷିପ୍ତକରଣ ବା ପୁନର୍କଥନ ନୁହେଁ। ଇଂରାଜୀରେ ରାଜଗୋପାଳାଚାରୀ ବା ଆର୍‌. କେ. ନାରାୟଣନ୍ ଏହାକୁ ଅତି ଦକ୍ଷତାର ସହିତ କରିଛନ୍ତି। ଅନେକ ଭାଷାରେ ପିଲାଙ୍କ ମହାଭାରତ ମିଳିବ। ଏହା ସେପରି କିଛି ନୁହେଁ। ଏହା କେବଳ ଏକ କ୍ଷୁଦ୍ର ଉପନ୍ୟାସ। ଭୀମଙ୍କର ମହାଭାରତ କାଳ ସହିତ ଆଜିର ଭାରତର ସଂପର୍କ ସ୍ଥାପନା କରିବା ଉଦ୍ଦେଶ୍ୟରେ କଳ୍ପନା କରାଯାଇଛି ଯେ, ଆଜିର କେତେକ ବ୍ୟକ୍ତି ଏକ ଧାର୍ମିକ ଯୋଗ ଅନୁଷ୍ଠାନ ଦ...
    Disponible

    17,97 €

  • Voluntary Organisations and Rural Development in South Asia
    Umakanta Mohapatra
    This book examines the role of voluntary organizations (VOs) in rural development in the south Asian context. While addressing the existing knowledge gap for developmental task sharing with non-government social forces in developing nations;  It provides evidence-based knowledge about the structure, functioning, effectiveness, community base, public image, GO-VO equation, stren...
    Disponible

    123,83 €