LIBROS DEL AUTOR: snehsudha misra

2 resultados para LIBROS DEL AUTOR: snehsudha misra

  • Jadi Kintu Tathapi
    Snehsudha Misra
    ଯେତେବେଳେ ପୃଥିବୀରେ ମୋବାଇଲ ଫୋନ୍ ନଥିଲା, ଧୂସର ପୃଥିବୀ ତ ଧୂସର ଥିଲା, ସବୁଜ ଧରିତ୍ରୀ ମଧ୍ୟ ସବୁଜ ହିଁ ଥିଲା, ଆକାଶ ବି ଆଜି ପରି ରଙ୍ଗ ବଦଳାଉଥିଲା, ଋତୁ ମଧ୍ୟ ଠିକ୍ ଏମିତି ବଦଳୁଥିଲା, ଝରଣା କୁଳୁକୁଳୁ ହୋଇ ବହି ଚାଲିଥିଲା । ଶାନ୍ତ ସମୁଦ୍ର ଲୋକେ ଦେଖୁଛନ୍ତି ବୋଲି ନିଜ ବେଳାଭୂମିରେ ଅଶାନ୍ତ ହେବାର ଅଭିନୟକୁ ବି ବେଶ୍ ଜାରି ରଖିଥିଲା ।ସବୁକିଛି ଆଜିପରି ଥିଲା । ଖାଲି ମୋବାଇଲ ଫୋନ୍ ନ ଥିଲା । ଏବଂ ଏ ଧରା, ଏ ଆକାଶ, ଏ ଋତୁ, ଏ ଝରଣା, ଏ ସମୁଦ୍ର ନିଜ ନିଜ ...
    Disponible

    18,61 €

  • Mahagatha Karmasutrara
    Snehsudha Misra
    ମନୁଷ୍ୟର, ବିଧାତାର ଆସନରେ ବସିବାର ଦୁର୍ଦ୍ଦମନୀୟ ଇଛା ଯଦି କୋଉଠି ଦାରୁଣ ଧକ୍କା ଖାଇ ଆସିଛି ସେ ହେଲା ଭବିତବ୍ୟ। ଦୃଶ୍ୟ ଓ ଅଦୃଶ୍ୟ ଏ ଦୁଇ ଇଲାକାରେ ତା’ର ଦୁଇଟି ପାଦ ରଖି ଜୀବନ ରାସ୍ତାରେ ବାଧ୍ୟ ହୋଇ ଚାଲିବା ବେଳେ ପର ମୁହୂର୍ତ୍ତରେ, ଅଦୃଶ୍ୟ ଇଲାକାରେ ପଡ଼ୁଥିବା ନିଜର ହିଁ ପାଦଟିର ଗତିବିଧି ଜାଣିବା ତା’ ପାଇଁ ସମ୍ପୂର୍ଣ୍ଣ ଅସମ୍ଭବ ରହିଆସିଛି। ଭାଗ୍ୟ, ଭବିଷ୍ୟତ, ପ୍ରାରବ୍ଧ...କେତେ ନାଁ ଦେଇ ସେ ଏଇ ଇଲାକାରୁ କାଣିଚାଏ ଦେଖିବା ପାଇଁ କେତେ କେତେ ଲୋକଙ୍କ ନି...
    Disponible

    25,32 €